Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା
ଭୁବନେଶ୍ବର: ଆଜି ଶପଥ ନେଲେ ବର୍ଷା ସିଂ ବରିହା। ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା। ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି। ଶାଶୁ ଶ୍ୱଶୁରଙ୍କଠାରୁ ଆଶୀର୍ବାଦ ନେଇ ବିଧାନସଭା ଯାଇଥିଲେ। ଶପଥ ଗ୍ରହଣ ସମାରୋହରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ!-->…
ସମ୍ବଲପୁର କଚେରୀ ଛକରେ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିଲେ ଆନ୍ଦୋଳନକାରୀ
ସମ୍ବଲପୁର: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ଲାଇସେନ୍ସ ନିଲମ୍ବନ ଭଳି ଚରମ ଆଭିମୁଖ୍ୟ ସତ୍ତ୍ୱେ କିଛି ଫରକ ପଡ଼ିନି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜିଦ୍ରେ ଅଟଳ ଓକିଲ ସଂଘ ତା’ର ଆନ୍ଦୋଳନ ଜାରି ରଖିଛି। ଆଉ ଆଜି ସେମାନଙ୍କ ସହ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ!-->…
ସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ
ରାଉଲକେଲା: ସ୍କୁଲରେ ମଦ ବ୍ୟବସାୟ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଚାଲୁଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ । ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ ବ୍ୟବସାୟୀ!-->…
କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ, ୧୦୦ରୁ ଉର୍ଦ୍ଧ୍ୱ ଗାଁରେ ଆତଙ୍କ
କରଞ୍ଜିଆ: କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ । ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୪୫ଟି ହାତୀ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପାର ହୋଇ ୨୪ ଟିକିଆ ହାତୀପଲ ଆସିଛନ୍ତି । ୨୪ଟିକିଆ ହାତୀପଲରେ ୬ଟି ଦନ୍ତା ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଅଛନ୍ତି ।
!-->!-->!-->…
ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ
ଭୁବନେଶ୍ବର: ଆଉ ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବର୍ଷା ହୋଇଥିଲା। ଯାହାଦ୍ବାରା ଶୀତ କମିଛି। କିନ୍ତୁ !-->…
ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି, ପୁଣି ନେବାକୁ ଆବେଦନ କରିବ ଇଡି
ଭୁବନେଶ୍ୱର: ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ । ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ପଚାରି ପଚାରି ବେଦମ ହେଲେଣି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଇଡି ଅଧିକାରୀ ନ୍ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।!-->…
ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ତରଫରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା
ଭୁବନେଶ୍ଵର : ଏକ ଦେଶର ମୂଳଭିତ୍ତି ହେଉଛି ଶିକ୍ଷା ବ୍ୟବସ୍ଥା ଏବଂ ସେ ଶିକ୍ଷାର ଆତ୍ମା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅଟେ । କିନ୍ତୁ ବିଡମ୍ବନାର ବିଷୟ ଯେ ସରକାର ଉକ୍ତ ବିଭାଗକୁ ଭୁଲିଯିବା ପରି ଅନୁମେୟ ହେଉଅଛି । ସୂଚନାଯୋଗ୍ୟ ଯେ ସରକାର ଦୀର୍ଘ 6 ବର୍ଷ ହେଲା ପ୍ରାଥମିକ ଶିକ୍ଷା!-->…
ଖୁବ୍ଶୀଘ୍ର ଶେଷ ହେବ ତାଳଚେର ରୋଡ୍-ଅନୁଗୁଳ ଦୋହରୀକରଣ କାମ
ଅନୁଗୁଳ : ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ୍-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡ଼ିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ!-->…
ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା : ଗୁଣିଗାରେଡ଼ି ସନ୍ଦେହ…
ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ରାସୋଳ ଝିମିକିପାଟିଆ ଗ୍ରାମରେ ବିଳମ୍ବିତ ରାତିରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବାର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ରାସୋଳ ଝିମିକିପାଟିଆ ଗ୍ରାମର ବାହାଡ଼ା!-->!-->!-->…
ଡିଏଫ୍ଓଙ୍କୁ ଖଣି ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ
ଢେଙ୍କାନାଳ : ଖଣି ମାଫିଆମାନେ ସଂଘବଦ୍ଧ ହୋଇ ଢେଙ୍କାନାଳ ଡିଏଫଓ ପ୍ରକାଶ ଚନ୍ଦ୍ର ଗୋଗିନାନୀଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି।
ଶନିବାର ରାତିରେ ଏହି ଘଟଣା ଘଟିଛି। ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଡିଏଫଓ ଗତକାଲି ରାତି!-->!-->!-->…