Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖେଳୁଥିବା ସମୟରେ ପଡିଯାଇ ଆଖି ବୁଜିଲେ ବରଗଡ଼ ଧନଯାତ୍ରାର କୁନି କଳାକାର ବଳରାମ
ବରଗଡ଼ : ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା।
ଶ୍ରେୟସଙ୍କ ଘର ଅମ୍ବାପାଲିରେ। ତାଙ୍କ ବାପାଙ୍କ ନାଁ ମହେନ୍ଦ୍ର ପୁଝାରୀ। ସେ!-->!-->!-->…
ମୟୂରଭଞ୍ଜ ଠାକୁରମୁଣ୍ଡାରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ
ମୟୁରଭଞ୍ଜ: ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ୨୭ ଦିନ ପରେ ପଥର ଖୋଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସଲେଇବେଡା ଗାଁର ଘଟଣା । ମହିଳାଙ୍କୁ ହତ୍ୟା ପରେ ବୋହି ନେଇ ମୃତଦେହକୁ ପଥର ଖୋଲରେ!-->…
ଶାଶୁ ଓ ଶ୍ୱଶୁରଙ୍କ ଆଶୀର୍ବାଦ ନେଲେ ବର୍ଷା ସିଂ ବରିହା
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ଭୁବନେଶ୍ୱର ଶ୍ୱଶୁର ଘରେ ବର୍ଷା ସିଂ ବରିହା । କହିଲେ ଶାଶୂ ଘରକୁ ବୋହୂ ଭାବରେ ଆସିଛି। ମୁଁ ବଞ୍ଚିଥିବା ଯାଏ ଲୋକଙ୍କ ଲାଗି କାମ କରିବି। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେବେ ।!-->…
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ତେଜିଲା ନିଆଁ
ଭଞ୍ଜନଗର: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ। ଗତକାଲି ଦିନ ତମାମ ସୁରଟ ସହରରେ ଆନ୍ଦୋଳନ କରାଯାଇଥିଲ।
ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସେପଟେ ଶ୍ରମ ମନ୍ତ୍ରୀ ଓଡିଆ ସମାଜ,!-->!-->!-->…
ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ନିଲମ୍ବିତ
ବଲାଙ୍ଗିର: ସିନ୍ଧେକେଲା ଥାନା ଅଧିକାରୀ ନିଲମ୍ବିତ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା ଭିଜିଲାନ୍ସ ହାତରେ!-->!-->!-->…
ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା!-->…
ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ଲୁଟ୍: ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀଙ୍କର ମୃତ, ସ୍ତ୍ରୀ ଗୁରୁତର
ସାଲେପୁର: ସ୍ୱାମୀଙ୍କୁ ହାଣିଲେ । ଘରୁ ଲୁଟିଲେ । ଲୁଟ୍ ବେଳେ ବିରୋଧ କରିବାରୁ ଆକ୍ରମଣ । ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ସଶସ୍ତ୍ର ଡକାୟତି!-->…
ସାପ ପାଇଁ ନାକେଦମ୍ ହେଲେ ଏସ୍ସିବି ହସ୍ପିଟାଲ କର୍ତ୍ତୃପକ୍ଷ
କଟକ: ସାପ ପାଇଁ ନାକେଦମ୍ । ତାହା ପୁଣି କଟକ ଏସ୍ସିବି ହସ୍ପିଟାଲରେ । ଯାହା ପାଇଁ ନାକେଦମ୍ ଏସ୍ସିବି କର୍ତ୍ତୃପକ୍ଷ। କିନ୍ତୁ ସବୁଠୁ ରୋଚକ କଥା ସବୁ ପରେ ବି ସାପ କିନ୍ତୁ ଗାୟବ! ଏପଟେ ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଆସି ପହଞ୍ଚିଲେ। ବିଦ୍ୟୁତ୍!-->…
ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ
ଜଳେଶ୍ୱର: ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି ଯାଇଥିବାବେଳେ!-->…
ବାଳକି ଡାଡି-କେଲାପଡା ରାସ୍ତା ନିର୍ମାଣରେ ମହା ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ…
ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ..