Browsing Category

ଓଡିଶା

ସମ୍ବଲପୁର ଟାଙ୍ଗରପାଲି ଅଞ୍ଚଳରେ ଥିବା କବାଡ଼ି ଖାନାରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ୨୯ ୱମ୍ବର ୱାର୍ଡ ସ୍ଥିତ ଟାଙ୍ଗରପାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା କବାଡ଼ି ଖାନା । ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ନିଆଁର ପ୍ରକୋପ ଏତେ ଥିଲା ଯେ ପାଖରେ ଯାଇଥିବା ବିଦ୍ୟୁତ୍‌ ତାର ଗୁଡ଼ିକ ଜଳି ଯାଇଥିଲା। ଖବର

ରାଜଧାନୀରେ ନକଲି ସିଗାରେଟ କମ୍ପାନୀ ସିଜ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ

୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ

ଭୁବନ, ୦୬।୧୨: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର, ୦୬।୧୨: ଅବପାତରେ ପରିଣତ ହେଲା ଆଣ୍ଡାମାନ ସାଗରରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି

୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା ଗିରଫ

ଢେଙ୍କାନାଳ, ୦୬।୧୨: ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି

ଧାରଣାରେ ବସି ବାହାରିଲାନି ନିଷ୍କର୍ସ, ତାଲା ଭାଙ୍ଗି ଶ୍ୱଶୂର ଘରେ ପଶିଲେ ବୋହୂ

ସାଲେପୁର ୦୬/୧୨: ଦୀର୍ଘ ୯ଦିନ ହେଲା ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପଶିଛନ୍ତି ସସ୍ମିତା । ଯେହେତୁ ଏତେଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରିଲାନି । ଏପରିକି ଶ୍ୱଶୁର ଘର ଲୋକେ ଶୁଣୁ ନାହାନ୍ତି କିମ୍ବା ବାସଘରକୁ ଆସୁ ନାହାନ୍ତି । ତେଣୁ

ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ, ୪ ଅଭଯୁକ୍ତ ଗିରଫ

ଭଦ୍ରକ, ୦୬।୧୨: ବିପୁଳ ପରିମାଣର ନକଲି ମଦ ଜବତ । ମଦଗୁଡିକୁ ଅନ୍ୟ ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲରେ ଆଣି କାଚ ବୋତଲରେ ପ୍ୟାକିଙ୍ଗ କରି ବିକ୍ରି କରାଯାଉଥିଲା । ଏପରି ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା

ତହସିଲଦାରଙ୍କୁ ମାଡ ଘଟଣା, ସଂପୃକ୍ତ ୪ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍

ବାଲିପାଟଣା ୦୬/୧୨: ବାଲିପାଟଣା ତହସିଲଦାରଙ୍କୁ ମାଡ ଘଟଣାରେ ଆକ୍ସନରେ ବାଲିପାଟଣା ପୋଲିସ୍ । ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପୋଲିସ୍ । ସମସ୍ତ ୪ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଏବେ ବି

ଓଟିଏମ୍‌କୁ ନିଜ ଅକ୍ତିଆରକୁ ନିଆଯାଇଛି, ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

କଟକ ୦୬।୧୨ : ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏନେଇ ମଙ୍ଗଳବାର ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ପକ୍ଷ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି । ଖବର ଅନୁଯାୟୀ, ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମକୁ ନିଜ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା, ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ନୋଟିସ୍

ପୁରୀ ୦୬/୧୨: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ