Browsing Category

ଓଡିଶା

ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ଦାବିରେ ଆସନ୍ତାକାଲି ଭଦ୍ରକ ବନ୍ଦ କରିବ କଂଗ୍ରେସ

ଭଦ୍ରକ, ୪/୧୨: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା

୨୫ ହଜାର ଲାଞ୍ଚ ନେଉଥିବା ବେଳେ ସିନ୍ଧେକେଲା ଥାନା ଆଇଆଇସି ଙ୍କୁ ଧରିଲା ଭିଜିଲାନ୍ସ

କଣ୍ଟାବାଞ୍ଜି,୪/୧୨: ବରଗଡ଼ ଭିଜିଲାନ୍ସ ହାବୁଡରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍‌ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା 

ପୁତୁରାର ଗୁଳିମାଡରେ ଖୁଡି ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଗୁଳିକାଣ୍ଡ | ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର । ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି |

ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ

ଭଦ୍ରକ ୦୪/୧୨: ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣ ଦେଇଛନ୍ତି ।

ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା,  ୪/୧୨: ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳା ଚାଲିଥିଲା । ଏହି ସମୟରେ ଅପରେଟର ପୋକ୍‌ଲିନ୍ ମେସିନରୁ ପଡି ଯାଇଥିିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ମଳିପଡା ଗ୍ରାମର ଦିଲ୍ଲୀପ କଳସ ବୋଲି ଜଣାପଡ଼ିଛିି । ଘଟଣାସ୍ଥଳରେ

କୋଣାର୍କ ଉତ୍ସବ: ଚତୁର୍ଥ ଦିନରେ ବାଲୁକା କଳା ଦେଖିବାକୁ ଦର୍ଶକଙ୍କ ଭିଡ଼

କୋଣାର୍କ, ୪/୧୨: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ନିକଟ ବେଳା ମାର୍ଗରେ ଆଜି ଚତୁର୍ଥ ଦିବସରେ ବାଲୁକା କଳା ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶିତୁଆ ସନ୍ଧ୍ୟାର ଆଲୋକମାଳାରେ ବାଲୁକାକଳାର ଭରପୁର ମଜା ନେଉଛନ୍ତି ଦର୍ଶକ । ଆଜି ବାଲୁକା କଳାର ଚତୁର୍ଥ ସନ୍ଧ୍ୟାରେ

ସୋମବାର ପଦ୍ମପୁର ଉପନିର୍ବାଚନ : ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ

ଭୁବନେଶ୍ୱର ୦୪।୧୨: ସୋମବାର ପଦମପୁର ଉପନିର୍ବାଚନ । ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ଏବେ ସାଇଲେଣ୍ଟ ପିରିୟଡ ଚାଲିଛି । ବାହାର ଲୋକଙ୍କୁ ଜିଲ୍ଲା ଛାଡ଼ି ଚାଲିଯିବାକୁ ଦିଆଯାଇଛି ନିର୍ଦ୍ଦେଶ

ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ଼

ପୁରୀ ୦୪।୧୨ : ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ । ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ଅନୁଯାୟୀ, ୧୯ ବର୍ଷର ଯୁବକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପାଖ ଗାଁର କିଛି ଯୁବକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ।

ହାତଯୋଡି କ୍ଷମା ମାଗିଲେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇଥିବା ୟୁଟ୍ୟୁବର

ପୁରୀ ୦୪।୧୨ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା । ଭୁଲ୍‌ ମାଗିବା ସହ ୟୁଟ୍ୟୁବ୍‌ ସାଇଡ୍‌ରୁ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର ଯୁବକ । ଏହାସହ ହାଡଯୋଡି ମଧ୍ୟ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୁରୀ

ବଲାଙ୍ଗୀର ରେଳ ଷ୍ଟେସନରୁ ୩୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ବଲାଙ୍ଗୀର ୦୪।୧୨ : ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ ଶ୍ରମିକଙ୍କ ସହ ୬ ଶିଶୁ । ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକରୁ