Browsing Category

ଓଡିଶା

ଭୁବନେଶ୍ବରରେ ୧୨ ଗ୍ରାମ ବ୍ରାଉନସୁଗାର ସହ ଦେଶୀ ବନ୍ଧୁକ ଜବତ, ବ୍ୟବସାୟୀ ଗିରଫ

ଭୁବନେଶ୍ବର: ବାଲେଶ୍ବର ଭଳି ଭୁବନେଶ୍ୱର ମଧ୍ୟ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି। ଏହି ବେପାରରେ ଯୁବପିଢ଼ି ମଧ୍ୟ ସଂପୃକ୍ତ ରହୁଛନ୍ତି। ବ୍ରାଉନସୁଗାର ବେପାର ଉପରେ ନିୟନ୍ତ୍ରଣ କରିବା ପାଇଁ ଅପରେସନ ହ୍ବାଇଟ୍‌ ସ୍ପାଇଡର

ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ‌ ପାଇଁ ଆଜି ରାଜ୍ୟର ୩ଟି ପ୍ରମୁଖ ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି। ବିଜେଡି ଓ ବିଜେପି ପରେ କଂଗ୍ରେସ ନିଜର ଷ୍ଟାର ପ୍ରଚାରକମାନଙ୍କ ନାଁ ଘୋଷଣା କରିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ୪୦ ଜଣିଆ ପ୍ରଚାର

ଟ୍ରକ ପଛରେ ପିଟିଲା ପିକ୍‌-ଅପ୍‌ ଭ୍ୟାନ, ଜଣେ ମୃତ

ରାଉରକେଲା, ୧୯/୧୧: ରାଉରକେଲା ଚାନ୍ଦିପୋଷ ଥାନା ବିରତୋଳା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘିଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ ପଛରେ ଭାରସାମ୍ୟ ହରାଇ ଏକ ପିକ୍‌-ଅପ୍‌ ଭ୍ୟାନ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପିକ୍‌-ଅପ୍‌ ଭ୍ୟାନର ଚାଳକ ସହ ବସିଥିବା ବ୍ୟକ୍ତିଙ୍କୁ

ଡିଜିଟାଲ ଲୋନ ଆପ୍‌ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW

ଡିଜିଟାଲ ଲୋନ ଆପ୍‌ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଇଓଡବ୍‌ଲ୍ୟୁ। ଡିଜିଟାଲ

ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର ସାମ୍ନାରେ ଧାରଣା

ଢେଙ୍କାନାଳ : ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ

ଜାଲରେ ପଡିଲା ବିରାଟକାୟ ମାଛ, ୨୦ ହଜାର ଟଙ୍କାରେ ନିଲାମ

ଜଳେଶ୍ବର: ଓଡିଶା- ପଶ୍ଚିମବଙ୍ଗ ଦିଘା ମୁହାଣରେ ମତ୍ସ୍ଯଜିବୀଙ୍କ ଜାଲରେ ଲାଗିଛି ବିଶାଳ ଦୈତ୍ୟାକୃତ୍ତିର ଚିଲ ଶଙ୍କର ମାଛ। ମା ଦୁର୍ଗା ନାମକ ଏକ ଟ୍ରଲର ରେ ଏହି ବିଶାଳକାୟ ମାଛ ଟିକୁ ଅଣାଯାଇ ଦୀଘା ମତ୍ସ୍ଯ ନିଲାମ କେନ୍ଦ୍ର ରେ ନିଲାମ କରା ଯାଇ ଥିଲା । ଏହି ବିଶାଳ ଦୈତାକୃତି ଚିଲ

ଖଲ୍ଲିକୋଟ କଲେଜ୍‌ରେ ରାଗିଂ, ଅଭିଯୋଗ ଆଣିଲେ ଛାତ୍ରୀ…

ବ୍ରହ୍ମପୁର, ୧୯/୧୧: ବ୍ରହ୍ମପୁର ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା ଥମି ନଥିବା ବେଳେ ଏବେ ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ କଲେଜ୍‌ର ଯୁକ୍ତଦୁଇ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ଏହି ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷଙ୍କୁ ରାଗିଂ ନେଇ

ମହାନଦୀ ଜଳ ବିବାଦ ମାମଲା : ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି, ଜାନୁଆରୀ ୭କୁ ତାରିଖ ଧାର୍ଯ୍ୟ

ନୂଆଦିଲ୍ଲୀ ୧୯।୧୧ : ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି । ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରୀ ୭ରେ ହେବ । ବୈଷୟିକ ଦଳ ଏବଂ ଉଭୟ ପକ୍ଷଙ୍କ ଭିତରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି । ବାକି କିଛି ପ୍ରସଙ୍ଗରେ ସହମତି ହେଇପାରିନାହିଁ । ତେଣୁ

ପଦ୍ମପୁର ଉପନିର୍ବାଚନ : ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡି-ବିଜେପି

ଭୁବନେଶ୍ୱର ୧୯।୧୧ : ପଦ୍ମପୁର ଉପନିର୍ବାଚନ ସଜବାଜ । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଚାର ପାଇଁ ସମସ୍ତ ଦଳ କଷରତ ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ରାଜ୍ୟର ଦୁଇ ପ୍ରମୁଖ ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି । ଉଭୟ ବିଜେଡି ଓ ବିଜେପି ପକ୍ଷରୁ ୪୦

ଇଡିରେ ହାଜର ହେଲେନି ଅକ୍ଷୟ ପରିଜା

ଭୁବନେଶ୍ୱର ୧୯।୧୧ : ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେନି ଅକ୍ଷୟ ପରିଜା । କିନ୍ତୁ ସେନ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବଦଳରେ ତାଙ୍କ ଓକିଲ ହାଜର ହୋଇଛନ୍ତି । ଖବର ଅନୁଯାୟୀ, ଅର୍ଚ୍ଚନା ନାଗର ଆର୍ଥିକ ହେର୍‌ଫେର୍‌ ମାମଲାରେ ତଦନ୍ତ କରୁଛି ଇଡି । କିଛି ଦିନ