Browsing Category

ଓଡିଶା

ଗିରିଧାରୀ ମଠରୁ ଚୋରି, ନେଇଗଲେ ଅନେକ ଦୁର୍ଲଭ ମୂର୍ତ୍ତି

ସାଲେପୁର ୧୭।୧୧ : କଟକ ଜିଲ୍ଲା କିଶନନଗର ଥାନା ଗିରିଧାରୀ ମଠରୁ ଚୋରି । ରାତିରେ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି କରିନେଲେ ଲୁଟେରା । ଗିରିଧାରୀ ମଠ ପରିଚାଳନା କମିଟି ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠାକରଙ୍କ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି: IMD

ଭୁବନେଶ୍ୱର ୧୭।୧୧ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି। ଖବର ଅନୁଯାୟୀ, ଆଗାମୀ ୧୯ ତାରିଖ ସୁଦ୍ଧା ଲଘୁଚାପଟି

ଜରୁରୀ ସେବାକେନ୍ଦ୍ରରେ ବଢୁଛି ଫେକ୍‌ କଲ୍‌

ଭୁବନେଶ୍ୱର ୧୭/୧୧: ଜରୁରୀ ସେବା ସହ ସାଙ୍ଘାତିକ ଖେଳ । ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ କରୁଛନ୍ତି ହଇରାଣ ହରକତ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮

ଗୁରୁବାରଠୁ ବିଜେପିର ସତ୍ୟାଗ୍ରହ, ବିଧାନସଭା ସମ୍ମୁଖରେ ଦେବ ଧାରଣା

ଭୁବନେଶ୍ବର ୧୭।୧୧ : ଗୁରୁବାରଠୁ ବିଜେପିର ସତ୍ୟାଗ୍ରହ । ବିଧାନସଭା ସମ୍ମୁଖରେ ଗୁରୁବାରଠୁ ସତ୍ୟାଗ୍ରହ କରିବ ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଭାରତୀୟ ଜନତା

ସରକାରୀ ଚାକିରୀ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଲେ ମହେନ୍ଦ୍ର ବଢେଇ

ଭୁବନେଶ୍ୱର ୧୭।୧୧ : ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶହ ଶହ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଖବର ଅନୁଯାୟୀ,

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ଦାରିଙ୍ଗବାଡ଼ିର ତାପମାତ୍ରା

ଭୁବନେଶ୍ୱର: ଶୀତରେ ଥରୁଛି ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ୧୦ ଡିଗ୍ରୀ ତଳେ ରହିଛି ଦାରିଙ୍ଗବାଡ଼ିର ତାପମାତ୍ରା । ଶୀତ ଋତୁ ଆସିଲେ ମାନେପଡ଼େ ଦାରିଙ୍ଗବାଡ଼ି । ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ପରିବେଶ । ଏଠାରେ ଥିବା

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିମାନ ବନ୍ଦର ଏବଂ…

ରାଉରକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର ୧୭।୧୧ : ଅବସର ବେଉରିଆଙ୍କ ପରଲୋକ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ କିଛି ଯନ୍ତ୍ରଣା ଅନୁଭୁବ କରିଥିଲେ ।

ପେଟ୍ରୋଲ ପମ୍ପରେ ବୋମାମାଡ଼: ଲକ୍ଷାଧିକ ଟଙ୍କା ଲୁଟ୍

ଖଣ୍ଡପଡ଼ା ୧୭।୧୧ : ପଟ୍ରୋଲ ପମ୍ପରେ ବୋମାମାଡ଼ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପରେ ବୋମାମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା

କାମୁଡ଼ି ଖଣ୍ଡିଆ କଲା ପରେ ବିଦା ହେଲା ପୋଷା କୁକୁର

ଭୁବନେଶ୍ୱର : ଆଜି ଭୁବନେଶ୍ୱରର ନନ୍ଦନକାନନ ରୋଡ ତପସ୍ୱୀ କ୍ୟ୍ଯାମ୍ପସରେ ଘଟିଛି ଏକ ଅଘଟଣ । ଜଣେ ନାବାଳକକୁ କୁକୁର କାମୁଡ଼ି ଆହତ କରିବା ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଯାହା ସୂଚନା ରହିଛି ତପସ୍ୱୀ କ୍ୟାମ୍ପସରେ ପରିବାର ସହ ରହୁଛନ୍ତି ଶ୍ରାବଣୀ ପଟ୍ଟନାୟକ