Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ଦୁଇଟି ମୃତଦେହ
ଦେବଗଡ଼ ୧୬।୧୧ : ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଦୁଇଟି ଅପମୃତ୍ୟୁ ମାମଲା । ଦୁଇଟି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାରେ ଛାନ୍ଭିନ୍ ମଧ୍ୟ ଆରମ୍ଭ କରିଛି ପୋଲିସ ।
କଣ୍ଟାପାଲି ଗ୍ରାମ ପଞ୍ଚାୟତ ବୈଷ୍ଣବପାଲି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି ।!-->!-->!-->…
ଦୁର୍ବ୍ୟବହାର କଲେ ପୌରଧ୍ୟକ୍ଷା, ପୌର ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଉପରକୁ ଫୋପାଡିଲେ ଫାଇଲ୍
ଯାଜପୁର, ୧୬।୧୧: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ!-->…
ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ
ଖଲ୍ଲିକୋଟ, ୧୬/୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ମୋହନପୁର!-->!-->!-->…
ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ
ଭୁବନେଶ୍ୱର ୧୬/୧୧: ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା!-->…
ବଢିଲା ଶୀତ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା
ଭୁବନେଶ୍ୱର ୧୬।୧୧ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା। ଥଣ୍ଡାରେ ଥରୁଛି ଜି .ଉଦୟଗିରି । କନ୍ଧମାଳ ଜି.ଉଦୟଗିରିରେ ପାରଦ ଖସି ୭.୨ ଡିଗ୍ରୀକୁ ଚାଲି ଆସିଛି । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।ଫୁଲବାଣୀ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି।
ସେହିପରି!-->!-->!-->…
5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ
ଭୁବନେଶ୍ୱର ୧୬।୧୧: 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I
ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ!-->!-->!-->…
ମୋ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର ! ‘କିଛି ଲୋକ ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ତାକୁ ଗ୍ରହଣ କରିନେବେ,…
ବ୍ରହ୍ମଗିରି: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ତଥା ବ୍ରହ୍ମଗିରିର ଟାଣୁଆ ନେତା ସଞ୍ଜୟ ଦାସବର୍ମା | ଗତକାଲି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ କହିଛନ୍ତି ଯେ ଆମେ ସଂଘର୍ଷ କରୁଛୁ ପୁରୀ ସଦର!-->…
କେନ୍ଦ୍ରର ବୀମା ସହାୟତାକୁ ଟକ୍କର : ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୨୦୦ କୋଟି ଇନ୍ପୁଟ୍ ସହାୟତା ରାଶି ଦେବେ ରାଜ୍ୟ ସରକାର
ଭୁବନେଶ୍ବର:ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ।
ମିଳିଥିବା ରିପୋର୍ଟ!-->!-->!-->…
ଦିନେ ବଢିଲା : ୧୬ ବଦଳରେ ୧୭ରେ ସରିବ ବାଲିଯାତ୍ରା
କଟକ: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି!-->…
ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଆଉ ୨ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ…
କଟକ: କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଆଜି ଏକ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ!-->…