Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅର୍ଚ୍ଚନା ନାଗ ଗିରଫ ମାମଲା: କେସିଙ୍ଗାରୁ ଫେରିଲା ତଦନ୍ତକାରୀ ଟିମ୍
ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ପୈତୃକ ଘରୁ ତଦନ୍ତ କରି ଫେରିଲା ତଦନ୍ତକାରୀ ଟିମ୍ । ଏହି ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ ଜବତ ହୋଇଛି । ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ଗିରଫ ପରେ ୧୪ ଦିନିଆ ରିମାଣ୍ଡ ଆବେଦନ କରିବ ଇଡି ।
ଖବର!-->!-->!-->…
ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ: ୨୦ଟି ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚିତ। ଏଆଇସିଟିଇ ଦ୍ୱାରା ପ୍ରକାଶିତ ୨୦ଟି ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ିବେ ଛାତ୍ରଛାତ୍ରୀ । ପିଲାଙ୍କୁ ଉଭୟ ଡିପ୍ଲୋମା ଓ ଡିଗ୍ରୀରେ!-->…
ଚୋରକୁ ନିସ୍ତୁକ ଛେଚିଲେ ଲୋକେ
ଭଦ୍ରକ ୧୧।୧୧ : ଚୋରୁ କରୁଥିଲା, ଧରାପଡିଲା । ନିସ୍ତୁକ ଛେଚିଲେ ଲୋକେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି ।
ଖବର ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେତେକ ନିଶାସକ୍ତ ଓ ଅସାମାଜିକ ଯୁବକ ଚୋରି କରୁଛନ୍ତି । ଯୁବକ ଜଣକ କୌଣସି ଏକ ରୋଗୀଙ୍କ!-->!-->!-->…
ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ
ପଦ୍ମପୁର ୧୧/୧୧: ପଦ୍ମପୁରରେ ବାଜିଛି ନିର୍ବାଚନି ବିଗୁଲ। ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତିପ୍ରକାଶ ପରେ ସମସ୍ତ ରାଜନୈତିକ ଦଳ ଜୋର୍ଲସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଆଗାମି ଉପନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କଲାବେଳେ ବିଜେପି କିନ୍ତୁ!-->…
ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର ୧୧/୧୧: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଖଣ୍ଡଗିରି ଥାନ ଅଧୀନରେ ଥିବା ଏକ ହଷ୍ଟେଲରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲି ପଡିଛନ୍ତି ଯୁବତୀ ।
ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲା ତିରିପଦା ଗଡ଼ର ଦୀପ୍ତି ପାଣି । ସେ!-->!-->!-->…
ୟୁନିଟ୍-୨ ବିଦ୍ୟାଳୟ ବୁଲିଲେ ରାଷ୍ଟ୍ରପତି : ଭଲ ପାଠ ପଢି ବଡ଼ ମଣିଷ ହେବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର ୧୧।୧୧ : ୟୁନିଟ ୨ ବାଳିକା ବିଦ୍ୟାଳୟରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି । ବିଦ୍ୟାଳୟ ପରିସର ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନେ ପଡ଼ିଥିଲା ପିଲା ଦିନର ସ୍ମୃତି । ପ୍ରଥମେ ଛାତ୍ରୀମାନେ ଡ୍ରମ ବଜାଇ ସ୍ଵାଗତ କରିଥିଲେ । ପରେ ବନ୍ଦେ ଉତ୍କଳ!-->…
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ
ବରଗଡ ୧୧/୧୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବିଗତ ୩ ଦିନ ଧରି ଜାରି ଥିବା କଳାକାର ଚୟନ ପ୍ରକ୍ରିୟା ଗୁରୁବାର ସନ୍ଧ୍ୟାରେ ସମାପ୍ତ ହୋଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ୭ ଜଣ ବିଚାରକଙ୍କ ମାର୍କିଂ ଭିତ୍ତିରେ ବିଳମ୍ବିତ ରାତିରେ ନୂଆ କଳାକାର ତାଲିକା ଘୋଷଣା!-->…
ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ। ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା!-->…
୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ
ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି!-->!-->!-->…
ଜାଗା ମିଶନ : ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ, ୫ ମହାନଗରରେ ଡ୍ରୋନ ସର୍ଭେ ଶୁଭାରମ୍ଭ
ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦେବାକୁ ଓଡିଶା ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ୭୦୭ ବିଜୁ ଆଦର୍ଶ କଲୋନୀ । ଜାଗା ମିଶନକୁ ଆଉ ପାଦେ!-->…