ଜନ୍ମଦିନରେ ପତ୍ନୀଙ୍କ ହାତରେ ହାତ ଧରି ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି…

add-all

କୋରାପୁଟ: ନାଚୁଛନ୍ତି ଉଭୟ ପତି-ପତ୍ନୀ। ଜୟପୁର ବିଧାୟକ ତାରା ବାହିନୀପତି ନାଚୁଥିବା ବେଳେ ତାଙ୍କ ସହ ନାଚୁଛନ୍ତି ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀ ପତି। ହାତକୁ ହାତ ଧରି ତାରା ବାହିନୀ ପତି ନାଚୁଛନ୍ତି। ତାରା ବାହିନୀଙ୍କ ଜନ୍ମ ଦିନ ପାଳନ ଅବସରରେ କୋରାପୁଟ ପ୍ରେସକ୍ଲବ୍‌ ଠାରେ ସାମ୍ବାଦିକଙ୍କ ଗହଣରେ ନାଚୁଥିବାର ଦୃଶ୍ୟ ଏବେ ଭାଇରାଲ୍ ହେଉଛି। ଗତକାଲି ରାତିରେ ଜନ୍ମ ଦିନ ପାଳନ କରାଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.