Browsing Category

ଓଡିଶା

ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ଛୁଟି ଘୋଷଣା

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ

ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ବିଜେପି। ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ କରିବେ ପ୍ରଚାର। ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଛନ୍ତି ଏହି ସୂଚନା। ଶ୍ରୀ ମିଶ୍ର

ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୮ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ୮ ଗିରଫ । ୮ ପରମ୍ପରାବାଦୀଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗତକାଲି ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ ।

ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ!

ଘଟଗାଁ: ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସୀଲପଦା କାଜୁ ଜଙ୍ଗଲରେ। ୨୪ଟିକିଆ ହାତୀ ପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରଵ ଚଳାଇଛନ୍ତି ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତକାଲି ଏହି ହାତୀପଲ

ସ୍ତ୍ରୀ ଓ ୨ ପୁଅଙ୍କ ଆକ୍ରମଣରେ ବାପା ମୃତ

ଖଲିକୋଟ ୦୯/୧୧: ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ। ୨ ପୁଅ ଏବଂ ସ୍ତ୍ରୀର ଆକ୍ରମଣରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଏହି ଆକ୍ରମଣରେ ମୃତକ ସ୍ୱାମୀଙ୍କ ପରିଚୟ ସୂର୍ଯ୍ୟ ପାହାନ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ ଦେଖିବାକୁ ମିଳିଛି। ଖବର

ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୦୯/୧୧: ଭୁବନେଶ୍ୱର ଉପକଣ୍ଠରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ଓଭରବ୍ରିଜ ନିକଟରେ ଚଢାଉ କରି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି STF । ଚଢ଼ାଉ ବେଳେ ୨ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ନିଶାଦ୍ରବ୍ୟ କାରବାର

୧୦ ମାସ ଧରି ନିଖୋଜ ଥିବା ଛାତ୍ରୀଙ୍କ ମିଳିଲା ମୃତଦେହ, ମାଟି ଖୋଳି ଉଦ୍ଧାର କଲା ନୂଆପଡ଼ା ପୋଲିସ୍

ନୂଆପଡ଼ା: ୧୦ ମାସ ପରେ ମିଳିଲା ମୃତଦେହ। ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ୍। ଘଟଣାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ନୂଆପଡ଼ାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ମାଟିତଳେ ପୋତିଦେଇଥିଲା ଅଭିଯୁକ୍ତ। ଗତ ଜାନୁଆରି

ଆଦିବାସୀ କଲ୍ୟାଣ ବିଦ୍ୟାଳୟରୁ ନିଖୋଜ ଥିଲେ ଛାତ୍ର; ସ୍କୁଲ ପାଖ କାଜୁବାଡ଼ିରୁ ମିଳିଲା ମୃତଦେହ

ନବରଙ୍ଗପୁର ୦୯/୧୧: ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର। ବୁଧବାର ସ୍କୁଲ ପାଖରେ ଥିବା କାଜୁବାଡ଼ିରୁ ନିଖୋଜ ଛାତ୍ରର ଝୁଲନ୍ତା ମୃତଦେହ ଡାବୁଗାଁ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ପରିଚୟ ଶଙ୍କର ହରିଜନ। ଡାବୁଗାଁ ଥାନା ମାନିଗାଁ ଆଦିବାସୀ କଲ୍ୟାଣ ବିଭାଗ ସରକାରୀ ଉଚ୍ଚ

ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ୱା

ସମ୍ବଲପୁର ୦୯।୧୧: ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଗଲା ହାଇଓ୍ବା । ମୃତ ଛାତ୍ରୀଙ୍କ ନାମ ପ୍ରଜ୍ଞା ପରମିତା ପାଣିଗ୍ରାହୀ ବୋଲି ଜଣାପଡିଛି । ସମ୍ବଲପୁର ଅଇଁଠାପାଲି ନିକଟସ୍ଥ ବିର୍ସା ମୁଣ୍ଡା ଛକରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଛାତ୍ରୀ ଜଣକ ସକାଳୁ ସାଇକେଲରେ ସ୍କୁଲ

ଜାମିନ୍ ପରେ ଘରକୁ ଫେରିଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡା ୦୯/୧୧: ଜେଲରୁ ଫେରିଲେ ବିଧାୟକ । ଦୀର୍ଘ ଦିନ ପରେ ନିଜ ଜିଲ୍ଲାକୁ ଫେରିଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ । ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିବା ପରେ ଝାରସୁଗୁଡା ଜିଲ୍ଲାକୁ ଫେରିଛନ୍ତି । ଝାରସୁଗୁଡା ଛତିଶଗଡ଼ ବୋର୍ଡର କନକତୋରାରେ ଅନୁପ ସାଏଙ୍କୁ ତାଙ୍କ