Browsing Category

ଓଡିଶା

ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଭୁବନେଶ୍ୱର ୦୧।୧୧ : ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ

ବୁଧବାର ଅଁଳା ନବମୀ: ରାଧା ପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା

ନିମାପଡା ୦୧/୧୧: ବୁଧବାର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ତେବେ କରୋନା କଟକଣା କୋହଳ ପରେ ଦୁଇ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । ହେଲେ ଚଳିତ ବର୍ଷଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।

ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ

ବ୍ରହ୍ମପୁର ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ: ୪ଜଣ ଯୁବତୀଙ୍କ ସହ ୧୦ ଗ୍ରାହକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ନିକଟରେ ଥିବା ଏକ ଗେଷ୍ଟ ହାଉସରେ ପୋଲିସର ଚଢ଼ାଉ । ଗେଷ୍ଟ ହାଉସରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ଆଉ ୩୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୧।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ପିପିଲିରେ ହାତୀ ଉତ୍ପାତ

ପିପିଲି ୦୧।୧୧ : ପିପିଲରେ ହାତୀ ଆତଙ୍କ । ପିପିଲି ବଜାର ସମତେ ଏନ୍‌ଏସି ଓ ପାଖାପାଖ ଅଞ୍ଚଳରେ ହାତୀର ଉତ୍ପାତ ଦେଖାଦେଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ପିପିଲି ଧାନପୁର କେନାଲ ବନ୍ଦରେ ହାତୀକୁ ଦେଖିବାକୁ ଯାଇଥିଲେ । ପିପିଲି

ଗେଷ୍ଟ ହାଉସ ରେ ଚାଲିଥିଲା ସେକ୍ସ ରକେଟ : ଗରାଖ ସାଜି ପହଞ୍ଚିଲେ ଏସ୍‌ପି, ୧୨ଗ୍ରାହକ ସହ ୩ ବଙ୍ଗୀୟ ରୁପଜୀବୀ…

ରାତି ବଢ଼ିଲେ ରଙ୍ଗୀନ ହେଉଥିଲା ମାହୋଲ ଜମୁଥିଲା ଆସର... ବ୍ରହ୍ମପୁର : ବ୍ରହ୍ମପୁର ସହର ସେକ୍ସ କାରବାର ର ପେଣ୍ଠସ୍ଥଳି ପାଲଟିଛି କହିଲେ କିଛି ଭୁଲ ହେବନାହିଁ l ସହରର କିଛି ନାମୀ ଦାମୀ ଲରଜ, ହୋଟେଲ ସହ କିଛି ଭଡା ଘରେ ଵି ଚାଲିଛି ଏହି ଦେହ ବେପାର l ଏହାର ଚାହିଦା ଓ ଯୁବ ପିଢ଼ିର ଆଗ୍ରହ

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ୍

କଟକ ୨୭/୧୦: ଓଆରଏଚଡିସି ଦୁର୍ନୀତି ମାମଲା । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଆଶ୍ୱସ୍ତି । ବିନୋଦଙ୍କ ଆବେଦନ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିନୋଦଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଜରିମାନା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ । ଓଆରଏଚଡିସିର ପୂର୍ବତନ ଅଧ୍ୟକ୍ଷ ଥିଲେ

ରାଜ୍ୟରେ ପ୍ରଥମ: ଗଡିଲା ଭିଷ୍ଟାଡମ କୋଚ୍, ଆରମ୍ଭରୁ ଯାତ୍ରୀ ଅସନ୍ତୋଷ

କୋରାପୁଟ ୨୭/୧୦: କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା ଠାରୁ କିରୁଣ୍ଡଲ ଟ୍ରେନରେ ଲାଗିଲା ଭିଷ୍ଟାଡମ କୋଚ୍ । ଭାରତରେ ପ୍ରଥମ ଥର ଏହି ଭିଷ୍ଟାଡମ କୋଚ୍ ସେବା ଆରମ୍ଭ ଦିନଠାରୁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏହି ସେବା ଟ୍ରେନରେ ଆରମ୍ଭ

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ

ସୋରୋ ୨୭/୧୦: ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ସ୍ତ୍ରୀ ଶାନ୍ତିଲତା ଗାହାଣ । ଗତ ୨୩ ତାରିଖରେ ଶାନ୍ତିଲତା ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ନମିଳିବାରୁ ପରିବାର ପକ୍ଷରୁ