Browsing Category

ଓଡିଶା

ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ପାଣ୍ଡିଆନ୍ ଦମ୍ପତ୍ତି

ପୁରୀ ୧୫/୧୦: ପୁରୀରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ । ଆଜି ସକାଳୁ ଉଭୟେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଥିବା ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି । ଏଥିସହ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଆରୋହୀ ମୃତ

ନୀଳଗିରି ୧୫।୧୦ : ରାସ୍ତା ପାର ହେଉଥିବା ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ନୀଳଗିରି ଏନ୍‌ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଏକ ପିକ୍‌ ଅପ୍‌…

ଧାମନଗର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଦଳ ୩୦ଜଣିଆ ତାଲିକା ଘୋଷଣା କରିଥିବା ବେଳେ ତାଲିକାରେ ରହିଛନ୍ତି ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ । ସେହିପରି ଦଳର ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିରୋଧୀ ଦଳ ନେତା…

ଧାମନଗର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଯାଞ୍ଚ ହେବ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଗତକାଲି ସରିଛି ନାମାଙ୍କନ ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ…

ଗାଡ଼ିକୁ ପିଟିଲା ବାଇକ୍, ଆରୋହୀ ମୃତ

ବଲାଙ୍ଗୀର ୧୫।୧୦ : ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାସ୍ତାକଡ଼ରେ ଥିବା ଗାଡ଼ିକୁ ପିଟିଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଅରୋହୀଙ୍କ ମୃତ୍ୟ । ମୃତକ ହେଲେ କୃଷ୍ଣଚନ୍ଦ୍ର ଭୋଇ । ତାଙ୍କ ଘର ଗାଇସିଲେଟ୍ ବ୍ଲକ କସଁଡୋଲ ଗାଁରେ। ସେପଟେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର…

ନବନିଯୁକ୍ତ ବ୍ୟାଙ୍କିଙ୍ଗ୍ ସହାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

ଭୁବନେଶ୍ୱର: ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ । କେନ୍ଦ୍ର ସମବାୟ ବ୍ୟାଙ୍କର ନବନିଯୁକ୍ତ ବ୍ୟାଙ୍କିଙ୍ଗ ସହାୟକ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧିକାରୀମାନଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମ । ଏହା ସହିତ ପ୍ରାଥମିକ କୃଷିଋଣ ସମବାୟ ସମିତି…

ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେସନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ…

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି, ୨୮ ତାରିଖରେ ହେବ ନିର୍ବାଚନ

କଟକ: ଓଡିଶା କ୍ରିକେଟ ଆସୋସିଏସନ ବା OCA ସଭାପତି ରେସ୍‌ରେ ପ୍ରଣବ ପ୍ରକାଶ ଦାସ । OCA ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ । ସଭାପତି ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସ । ଉପ ସଭାପତି ପ୍ରାର୍ଥୀ ହେବେ ପଙ୍କଜ ଲୋଚନ ମହାନ୍ତି। ସମ୍ପାଦକ ପ୍ରାର୍ଥୀ ହେବେ ସଞ୍ଜୟ ବେହେରା। ବାକି…

ଅର୍ଚ୍ଚନା ଜାମିନ୍‌ ପ୍ରସଙ୍ଗ: ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ୱର ୧୪/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫାକୁ ଅର୍ଚ୍ଚନାଙ୍କ ଓକିଲ ବିରୋଧ କରିଛନ୍ତି। ଅର୍ଚ୍ଚନାଙ୍କୁ ଜାମିନ ଦେବାକୁ ତାଙ୍କ ସପକ୍ଷରେ ଓକିଲ ଯୁକ୍ତି…