Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହାଇକୋର୍ଟର ଦ୍ବାରସ୍ଥ ହେଲେ ଦୀପିକା
କଟକ: ନୂଆ ମୋଡ଼ ନେଉଛି ଦୀପିକା- ଦିନେଶ ପାରିବାରିକ ବିବାଦ ମାମଲା। ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ଝିଅ ଦୀପିକା ଏବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପାର୍ଥନା କରିଛନ୍ତି ଦୀପିକା। ଦୀପିକାଙ୍କୁ!-->…
ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ
ଭୁବନେଶ୍ବର: ଭୁବନେଶ୍ୱରରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ଆଉ ହାତରେ କମ୍ ସମୟ ଥିବାରୁ ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ବିଧାୟକ,!-->…
ବିଦ୍ୟାଳୟରେ ମଦ୍ୟପାନ, ୨ ପ୍ରଧାନଶିକ୍ଷକ ନିଲମ୍ବିତ
ବଲାଙ୍ଗିର: ବିଦ୍ୟାଳୟରେ ମଦ୍ୟପାନ ଘଟଣାରେ ୨ଜଣ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମାଟୁପାଲି ଓ ଡୁମେରପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ଜଣ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଉଭୟ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ପ୍ରଧାନ ଶିକ୍ଷକ!-->…
କନ୍ଧମାଳରେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ
ଜି.ଉଦୟଗିରି : କନ୍ଧମାଳରେ ପୁଣି ଲଜ୍ଜା । କଳିଙ୍ଗା ଘାଟିରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ । ଜି.ଉଦୟଗିରି ଆଦର୍ଶ ଥାନାରେ ମହିଳାଙ୍କ ସ୍ୱାମୀ ଏନେଇ ଲିଖିତ ଅଭିଯୋଗ ଦେଇଛନ୍ତି ।
ଫୁଲବାଣୀ ଅଞ୍ଚଳର ଜଣେ ମହିଳା କଳିଙ୍ଗା ବୁଲି ଆସିଥିଲେ । ସେଠାରୁ ସେ କଳିଙ୍ଗା!-->!-->!-->…
ପୁଣି OTET ପ୍ରଶ୍ନ ପତ୍ର ସହ ସଠିକ ଉତ୍ତର ସିଟ୍ ଲିକ୍ ହୋଇଥିବା ଅଭିଯୋଗ
ମାଲକାନଗିରି: : ମାଲକାନଗିରି ଜିଲ୍ଲାରେ ଗତ ଅଗଷ୍ଟ ୨୯ ତାରିଖ ଦିନ ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ରଦ୍ଦ କରି ଆଜି ପୁନଃ ପରୀକ୍ଷା କରାଯାଇଛି । ଗତ ୨୯!-->…
ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍ ମହାନ୍ତି
ଭୁବନେଶ୍ୱର: ବିଜେଡି ନେତା ଲେନିନ୍ ମହାନ୍ତିଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବିଜେଡି ନେତା ଲେନିନ୍ ମହାନ୍ତି । OTDCର ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି । ଆଗାମୀ ହକି ବିଶ୍ୱକପ୍ OTDC ପାଇଁ ଚ୍ୟାଲେଞ୍ଜ ରହିବ । ଯେଉଁ ଅତିଥିମାନେ!-->…
ମାଙ୍କଡ଼ ଆକ୍ରମଣରେ ଡାକ୍ତରାଣୀ ଗୁରୁତର; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଦେବଗଡ଼ ୧୪/୧୦: ମାଙ୍କଡ଼ ଆକ୍ରମଣରେ ବରିଷ୍ଠ ଡାକ୍ତର ଆହତ। ଆହତ ବ୍ୟକ୍ତିଙ୍କ ପରିଚୟ ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ବିଳାସିନୀ ଦ୍ବିବେଦୀ। ସେ ରାସ୍ତାରେ ଯିବା ବେଳେ ମାଙ୍କଡ଼ମାନେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ!-->…
ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ କେସ୍, ଭାରତୀୟ ବିକାଶ ପରିଷଦ ଦାୟର କଲା ଜନସ୍ୱାର୍ଥ ମାମଲା
କଟକ ୧୪/୧୦: ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ ମାମଲା । ବ୍ଲାକମେଲିଂ କୁଇନଙ୍କ ବେଆଇନ ସମ୍ପତ୍ତିର ଇଡି ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କିତ ସମସ୍ତ!-->…
କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ ।
ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ!-->!-->!-->…
ସିବିଆଇ ମାମଲା ରଦ୍ଦ ନେଇ ପ୍ରଭାତ ବିଶ୍ୱାଳଙ୍କ ଦାୟର ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଲା
କଟକ: ସିବିଆଇ ମାମଲା ରଦ୍ଦ ନେଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦାୟର କରିଥିବା ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଛି । ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା ।!-->…