Browsing Category

ଓଡିଶା

ବାତ୍ୟା ପାଇଁ ପ୍ରସ୍ତୁତ ରୁହ : ବିଭିନ୍ନ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ। ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଏଥିରେ ବିଭିନ୍ନ…

ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩ ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି…

ବାରିପଦାରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

ବାରିପଦା, ୧୦/୧୦: ବାରିପଦା ସହର ଭିତରୁ ଧଳା ଜହର ଜବତ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ…

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

ଯାଜପୁର ୧୦।୧୦ : ଭିଜିଲାନ୍ସ ଜାଲରେ ଯାଜପୁର ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡିଲେ ଶ୍ରମ ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ସେଠୀ । ଖବର ଅନୁଯାୟୀ, ଗାଡ଼ି ଭଡ଼ା ବାବଦକୁ ଗାଡ଼ି ମାଲିକ ବିବେକାନନ୍ଦ…

ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର

ଭୁବନେଶ୍ୱର ୧୦/୧୦: ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର । କିଭଳି ଅର୍ଚ୍ଚନା ଲୋକଙ୍କୁ ଫଶାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାର କପି…

ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ପୁଣି ହାତୀର ମୃତଦେହ ଠାବ

କରଞ୍ଜିଆ: ପୁଣି ହାତୀ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କରଞ୍ଜିଆ ଡିଏଫଓ ପହଞ୍ଚିଛନ୍ତି । ତେବେ କେମିତି ଓ କେଉଁ…

ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ, ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ୫ହଜାର ଫାଇନ୍‌

ଭୁବନେଶ୍ୱର: ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ଫାଇନ୍‌ । ପଚା ପରିବା କିମ୍ବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଗଣିବେ ୫ହଜାର ଟଙ୍କା । ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ । ପରିବା ହାଟରୁ ଆଉ ଅଳିଆ ଆବର୍ଜନା ଉଠେଇବନି ବିଏମସି । ସେହିଭଳି…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ। ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ଘରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ମାନସ…

ବିଶ୍ୱକପ୍‌ ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ରହିବେ ୧୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର ୧୦।୧୦ : ଆଉ କିଛି ଦିନ ପରେ ଫିପା ଜୁନିୟର ଫୁଟବଲ୍ ବିଶ୍ଵକପ । ଏଥିପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ ପୁରା ଷ୍ଟାଡ଼ିୟମ । କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡ଼ିସିପି। ତେବେ ଡ଼ିସିପିଙ୍କ…

ମୁଲାୟମଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର ୧୦/୧୦: ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ…