Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗରେ ୮୦୪ କର୍ମଚାରୀ ନିଯୁକ୍ତ କଲେ ରାଜ୍ୟ ସରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ!-->…
ଶିକ୍ଷୟିତ୍ରୀଙ୍କୁ ହାଣିଲେ ୩ ଲୁଟେରା…
ବାଲେଶ୍ୱର: ଲୁଟ୍ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ପକାଇଲେ ଲୁଟେରା। ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଜଣକ ରେମୁଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ବାଲେଶ୍ୱର ରେମୁଣା ବ୍ଲକ ନରହରିପୁର ବାଇପାସ୍!-->…
ଜ୍ୱାଇଁର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ
ପାତ୍ରପୁର: ଜରଡ଼ା ଥାନା ସାମନ୍ତିଆ ପଲ୍ଲୀ ପଞ୍ଚାୟତ ମୁଣ୍ଡକେରୀ ଗ୍ରାମରେ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ବାଇଁର ଠେଙ୍ଗା ମାଡ଼ରେ ଶଶୁରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଆପନା ବେହେରା (୬୫) ବୋଲି ଜଣାଯାଇଛି। ଆପନାକୁ ହତ୍ୟା କରିବା!-->…
ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼!-->!-->!-->…
ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL
କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ!-->…
ଡାକ୍ତରଙ୍କୁ ମାଡ ଅଭିଯୋଗରେ ବ୍ୟବସାୟୀ ଗିରଫ
ସମ୍ୱଲପୁର ୨୧/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ମାଡ ଅଭିଯଗୋରେ ବ୍ୟବସାୟୀ ଗିରଫ । ଗିରଫ ବ୍ୟବସାୟୀ ଜଣକ ହେଲେ ନଟବର ବାଙ୍କା । ଗତକାଲି ସେ ସନ ଡାଇଗ୍ନୋଷ୍ଟିକକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତର ଚିଦାନନ୍ଦ ମିଶ୍ରଙ୍କୁ ଚପଲରେ ମାଡ ମାରିବା ସହ ମହିଳା କର୍ମଚାରୀଙ୍କୁ ମଧ୍ୟ ଚପଲ ଉଠାଇଥିଲେ ।
!-->!-->…
୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଜଳେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ୭୯୩ ଗ୍ରାମ ବ୍ରାଉନସୁଗାର। ଯାହା ଅନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ଏହି ବ୍ରାଉନସୁଗାର ବ୍ୟବସାୟ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଧଳାଜହର କାରବାର କରୁଥିବା ଅସାମାଜିକଙ୍କ ଉପରେ!-->…
ଭିଜିଲାନ୍ସ୍ ଜାଲରେ ଥାନା ଏସ୍ଆଇ
ଖଲ୍ଲିକୋଟ: ଏକ ମାମଲାରେ ଦଫା କୋହଳ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏସ୍ଆଇ ତଥା ଭାରପ୍ରାପ୍ତ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ। ଅଭିଯୋଗକାରୀ ତଥା ବୁରପଲ୍ଲୀ ଗ୍ରାମର ଭୁବନ ପାତ୍ରଙ୍କଠୁ ଆଜି!-->…
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର!-->…
କଟକରେ ନକଲି ମେଡ଼ିସିନ୍ କାରବାର ଘଟଣା: ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍
କଟକ:କଟକରେ ନକଲି ଔଷଧ କାରବାର ଘଟଣା। ରାଜ୍ୟ ବାହାରକୁ ଗଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍। ବିହାର ଯାଇଛି ୪ ଜଣିଆ ଟିମ୍। ଔଷଧର ଉତ୍ସ ନେଇ ଖୋଳତାଡ଼ କରିବ ଟିମ୍। କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଏନେଇ କଟକ ଡିସିପି ପିନାକ ମିଶ୍ର!-->…