Browsing Category

ଓଡିଶା

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଖୁବ ଶୀଘ୍ର ଦେଶରୁ ମୌସୁମୀର ଲେଉଟାଣି। ଆଗାମୀ ୩ଦିନ ମଧ୍ୟରେ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହେବ। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ ବଙ୍ଗୋପସାଗରରେ ସୃଷ୍ଟ…

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ…

ଭୁବନେଶ୍ୱର ୧୮/୦୯: କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି  ଶିଶୁମାନଙ୍କର  ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର…

ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହକି ଆସୋସିଏସନ ଅଫ ଓଡ଼ିଶାର ସଭାପତି ପଦରେ ଥାଇ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୧ ତାରିଖରେ…

ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା ଆରମ୍ଭ

ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଅଏଲ ଇଣ୍ଡିଆ ପକ୍ଷରୁ ତୈଳ ସନ୍ଧାନ ଲାଗି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରାଥମିକ ର୍ଯ୍ୟାୟରେ ଏବେ ୨ଟି ପୋଖରୀ ଖୋଳା ଚାଲିଛି। ଏଥିଲାଗି ଅଏଲ ଇଣ୍ଡିଆ ୮ ଏକର ଜମିକୁ ୩ ବର୍ଷ ଲାଗି ଲିଜ୍‍ ନେବା ସହିତ ଲିଜ୍‍ ବାବଦକୁ ୩୭ ଜଣ ଚାଷୀଙ୍କୁ ୧ କୋଟି ଟଙ୍କା…

ଭୁଲ୍‌ ଇଞ୍ଜେକସନ ପାଇଁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ; ଆକ୍ରମଣର ଶୀକାର ହେଲେ ଡାକ୍ତର ଓ କର୍ମଚାରୀ

ଭଦ୍ରକ ୧୮/୦୯: ଭୁଲ ଇଞ୍ଜେକସନ୍‌ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହି ଅଭିଯୋଗରେ ଜଣେ ଘରୋଇ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀଙ୍କୁ ଆକ୍ରମଣ । ଏପରି ଘଟଣା ଭଦ୍ରକରେ ଗ୍ରାମାଞ୍ଚଳ ଥାନା ଅଧୀନ ଚେକ ଗେଟ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଦେଖିବାକୁ…

ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ଲିଙ୍ଗରାଜ ଥାନା ଅଞ୍ଚଳରେ ବନ୍ଦ ଘରୁ ଘର ଭିତରୁ ଜଣେ ଛାତ୍ରଙ୍କ ମୃତ୍ୟଦେହ ପୁଲିସ ଉଦ୍ଧାର କଲା। ମୃତକ ଛାତ୍ର ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏବଂ ଏଠାରେ ରହି ସେ ଇଞ୍ଜିନିୟରିଂ ପଢୁଥିଲେ ବୋଲି…

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର : ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି ଯାତ୍ରା। ଏଥିରେ ବିଭିନ୍ନ…

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ସେ କହିଛନ୍ତି ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ…

କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁଲେ ମହିଳା

କଟକ: ନଦୀକୁ ଡେଇଁଲେ ମହିଳା। କଟକ କାଠଯୋଡ଼ି ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ ଜଣେ ମହିଳା। ତାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ପ୍ରୟାସ କରିଥିଲେ। ଏକ ଦଉଡ଼ି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। କେଉଁ କାରଣରୁ ମହିଳା ଜଣକ ନଦୀକୁ ଡେଇଁଥିଲେ ତାର କାରଣ…

୨୪ ଘଣ୍ଟାରେ ୬ ଶିଶୁ ମୃତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଗତ ୨୪ ଘଣ୍ଟାରେ ଡାକ୍ତରଙ୍କ ଅବହେଳା ଲାଗି ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ସୂଚନାଯୋଗ୍ୟ, ଶନିବାର ରାତି ୯ଟା ପରେ ୬ ଜଣ ନବଜାତକ ଶିଶୁ ଆଇସିୟୁରେ…