Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜମିସ୍ତ୍ରୀଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ
ଭୁବନେଶ୍ୱର: ପୁଣି ସାଇବର ଠକେଇ। ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ଚଳୁ। ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ। ଟେଲିଫୋନ୍ ନମ୍ବର ହ୍ୟାକ୍ କରି ଓଟିପି ଦ୍ୱାରା ନେଇଗଲେ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ରାଜମିସ୍ତ୍ରୀ କୁଶ ଗୌଡ଼ ଏତଲା ଦେଇଛନ୍ତି। କୁଶଙ୍କ ଘର!-->…
ଶ୍ରୀମନ୍ଦିରରେ ଅଘଟଣ, ଗୋଡ଼ ଖସି ବୋଝିଆ ଗୁରୁତର
ପୁରୀ ୧୮।୦୯ : ଶ୍ରୀମନ୍ଦିର ଭିତରେ ଅଘଟଣ। ଗୋଡ଼ ଖସି ବୋଝିଆ ଗୁରୁତର। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୋଝିଆ ଜଣଙ୍କ ପୁରୀ ଗୋଲା ସାହିର ଜିତୁ ପ୍ରଧାନ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ଶ୍ରୀମନ୍ଦିରରେ ଏହି ଅଘଟଣ ଘଟିଛି!-->!-->!-->…
ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା
ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା’ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।
ତେବେ ଷୋଳ ପୂଜା ପାଇଁ ଜଗତସିଂହପୁର ଜିଲ୍ଲାର!-->!-->!-->…
ଯକୃତ ପ୍ରତିରୋପଣ ବୁଝାମଣାପତ୍ର ସ୍ବାକ୍ଷରିତ
ଭୁବନେଶ୍ବର: ରାଜ୍ୟରେ ଯକୃତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାର ଚିକିତ୍ସା ମଧ୍ୟ ବ୍ୟୟବହୁଳ ହେଉଛି। ସାଧାରଣ ରୋଗୀ ପକ୍ଷେ ଏହାର ଖର୍ଚ୍ଚ ବହନ କରିବା କଷ୍ଟସାଧ୍ୟ। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଉନ୍ନତମାନର ଯକୃତ!-->…
ନକଲି ଔଷଧ ବ୍ୟବସାୟୀ ସାବଧାନ! ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଓଡ଼ିଶା ପୋଲିସ୍
ଭୁବନେଶ୍ୱର: ନକଲି ଔଷଧ ବ୍ୟବସାୟୀ ସାବଧାନ। ନକଲି ଔଷଧ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ। ଏନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛି ଓଡ଼ିଶା ପୋଲିସ। ଔଷଧ ସଞ୍ଜୀବନୀ ସଦୃଶ। ମଣିଷକୁ ଏହା ମୃତ୍ୟୁ ମୁଖରୁ ରକ୍ଷା କରେ। ରାଜ୍ୟର ପ୍ରମୁଖ ସହରରେ ନକଲି ଔଷଧ କାରବାର ହେଉଛି।
!-->!-->…
କୁକୁଡ଼ା ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଠାବ
ବାଲିପାଟଣା ୧୮।୦୯: କୁକୁଡ଼ା ଫାର୍ମ ନିକଟରେ ଯୁବକଙ୍କ ମୃତଦେହ ଠାବ । ମୃତକଙ୍କ ନାମ ସୁମନ୍ତ ବୋଲି ଜଣାପଡିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୩ ଟାରେ ସୁମନ୍ତ ଘରୁ ଚାଲି ଆସିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି!-->!-->!-->…
ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’
ପୁରୀ: ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ ହୋଇଛି । ଏକାସାଥୀରେ ଆକାଶରେ ୯ଟି ହକ୍ ଲଢ଼ୁଆ ବିମାନ ଉଡ଼ିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂର୍ଯ୍ୟ କିରଣ ସୋ’ରେ ଉପସ୍ଥିତ ଥିବା ବେଳେ, ବେଳାଭୂମିରେ ବାୟୁ ବୀର ମାନଙ୍କ ଏହି ସୂର୍ଯ୍ୟ କିରଣ ସୋ’କୁ ହଜାର ହଜାର!-->…
ବିଶ୍ୱକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର
ବ୍ରହ୍ମପୁର ୧୮।୦୯: ବିଶ୍ବକର୍ମା ପୂଜାରେ ଗୋଷ୍ଠୀ ସଂଘର୍ଷ, ଜଣେ ଯୁବକ ଗୁରୁତର । ବ୍ରହ୍ମପୁର ସରକାରୀ ଆଇ ଟି ଆଇ ସ୍କୁଲ ପରିସରରେ ଅନୁଷ୍ଠିତ ବିଶ୍ବକର୍ମା ପୂଜାରେ ଘଟିଛି ଗଣ୍ଡଗୋଳ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ!-->!-->!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୭ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୮।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ଯୁକ୍ତ ଦୁଇ ସ୍ପଟ ନାମଲେଖା ଆରମ୍ଭ
ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ସ୍ପଟ୍ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହି ତାଲିକା ପ୍ରକାଶ ପାଇବା ପରେ ସ୍ପଟ୍ ନାମଲେଖା ଶନିବାର ଦିନ ୧୨ଟାରୁ ଆରମ୍ଭ ହୋଇଛି। ୨୦!-->…