Browsing Category

ଓଡିଶା

୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍

ଭୁବନେଶ୍ୱର ୧୩।୦୯: ଏୟାରପୋର୍ଟ୍ ପରିସରରେ ଥିବା ସିକ୍ୟୁରିଟି କେବିନ ନଂ ୧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫିଲ୍ମ ଷ୍ଟାଇଲରେ ଉଡିଲା କାର। ଭାଙ୍ଗିଲା ୩୦ ଫୁଟ୍ ପାଚେରୀ। ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇ ୩୦ ଫୁଟ୍ ପାଚେରୀ ଡେଇଁବା ସହ ପାଚେରୀ ଭାଙ୍ଗି ଏୟାପୋର୍ଟ ପରିସରକୁ ପଶିଲା…

ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

ଭଦ୍ରକ: ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ…

CMC ବୈଠକରେ ହୋହଲ୍ଲା, ଗୃହ ମଝିରେ କଳା ପତାକା ଦେଖାଇ ଧାରଣା

କଟକ ୧୩/୦୯: କଟକ ମହାନଗର କାଉନସିଲ ବୈଠକରେ ହୋହଲ୍ଲା । କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା ନେଇ ବିଜେପିର ବିରୋଧ । ଧାରଣରୁ ଉଠିଯିବାକୁ ମେୟର କଲେ ନିବେଦନ । ଦଶହରା ପୂର୍ବରୁ ବସିଛି…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୩।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

୧୮ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩/୦୯: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ…

ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର

କଳାହାଣ୍ଡି: ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର । କଳାହାଣ୍ଡି ଜିଲ୍ଲା ଶଗଡ଼ା ସେକ୍ସନର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ । ତାଙ୍କଠାରୁ ନଗଦ ୨ ଲକ୍ଷ ୩ ହଜାର ଟଙ୍କା ଜବତ ହୋଇଛି । ସେ ଗତ ରାତିରେ ଭବାନୀପାଟଣା ଯାଉଥିବା ବେଳେ ତାଙ୍କୁ ବାଟରେ ଅଟକାଇ ଯାଞ୍ଚ କରିଥିଲେ ଭିଜିଲାନ୍‌ସ…

ଥାନା ଭିତରେ ପଶି ପୋଲିସକୁ ପିଟିଲେ

ପାରଳାଖେମୁଣ୍ଡି: ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି । ଗତ…

କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ

ପୁରୀ ୧୩।୦୯ : କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି…