Browsing Category

ଓଡିଶା

ଆଜିଠୁ ବିଜେଡିର ପଦଯାତ୍ରା, ଘର ଘର ବୁଲି ସଚେତନତା ସୃଷ୍ଟି କରିବ

ଭୁବନେଶ୍ୱର : ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା । ଓଡ଼ିଆ ଅସ୍ମିତା ଓ

ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି, ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ଭୁବନେଶ୍ୱର : ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ । OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ମାରିଲେ ଛାପା । କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା‌ । ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ

ହାଇକୋର୍ଟ ଦେଲେ ଅନୁମତି, ଉପର ପଡିଆରେ ହେବ ବାଲିଯାତ୍ରା

କଟକ : ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ ଏ ନେଇ ଦେଲେ ଅନୁମତି। ହାଇକୋର୍ଟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି

ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିର ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଭୁବନେଶ୍ୱର : ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଆଜି ସକାଳୁ ASIର ୫

କଟକ ଦଶହରା ଭସାଣୀ ଗୋଷ୍ଠୀ ସଂଘର୍ଷ ଘଟଣା, ଘରେ ଘରେ ଯାଞ୍ଚ କରୁଛି କମିଶନରେଟ ପୋଲିସ

କଟକ : କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସର ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ । ୨ ACP, ୩ ଆଇଆଇସିଙ୍କ ସହ ପୋଲିସ ଟିମ୍ ରେଡ୍ ରେ ସାମିଲ ହୋଇଛନ୍ତି । ଅନ୍ୟପଟେ

୧୯ ଓପିଏସ ଅଧିକାରୀଙ୍କ ବଦଳି, ଆଲୋକ କୁମାର ଜେନା ହେଲେ ବ୍ରହ୍ମପୁର ଅତିରିକ୍ତ ଏସପି

ଭୁବନେଶ୍ୱର : ୧୯ ଓପିଏସ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କଲେ ସରକାର । ବ୍ରହ୍ମପୁର ଅତିରିକ୍ତ ଏସ୍ ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଲୋକ କୁମାର ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି । ବଲାଙ୍ଗିର ଏଏସପି ଆଲୋକ

ଏବେ ଗୋଟେ କ୍ଲିକରେ ବୁକ୍ କରିପାରିବେ ଟ୍ରେନ ଟିକେଟ୍

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଡିଜିଟାଲ ଟିକେଟିଂରେ ଅପୂର୍ବ ବୃଦ୍ଧି ଦେଖିଛି । ଇ-ଟିକେଟିଂ, ଅଟୋମାଟିକ ଟିକେଟ୍ ଭେଣ୍ଡିଂ ମେସିନ୍‌ (ଏଟିଭିଏମ) ଓ ମୋବାଇଲ୍ ଆଧାରିତ ୟୁଟିଏସ (ଅଣସଂରକ୍ଷିତ) ଟିକେଟିଂ ରେ ଯାତ୍ରୀ

ବାଣ ବ୍ୟବସାୟୀ ମାନଙ୍କ ଜିଲ୍ଲା ମୁଖିଆଙ୍କ କାର୍ଯ୍ୟାଳୟ ରେ ଲାଇସେନ୍ସ ପାଇଁ ଭିଡ଼….!

ପୋଲିସ ର ଅପରେସନ ଅଗ୍ନି କୁ ଖୋଲା ଚାଲେଞ୍ଜ ନୁହଁତ..! ବଡ଼ ବାବୁଙ୍କ ପାଖରୁ ଗ୍ରୀନ ସିଗନେଲ୍ ମିଳିବା ପରେ ସାନ ବାବୁଙ୍କ ପାଖରେ ଭିଡ଼ ଜମୁଛି …..!ବ୍ରହ୍ମପୁର: ପୋଲିସ ପକ୍ଷରୁ ବେଆଇନ ବାଣ ପାଇଁ ଅଗ୍ନି ମିସନ୍ ମାଧ୍ୟମରେ ଧରପଗଡ଼ ଜୋର ଦାର ଚାଲିଛି। ଓଡିଶା ର ବିଭିନ୍ନ ଜିଲ୍ଲାରୁ

ଇରାନୀ ରାୟ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ…

ନୟାଗଡ଼: ନୟାଗଡ଼ ଜିଲ୍ଲାର ବରିଷ୍ଠ ନେତ୍ରୀ ଇରାନୀ ରାୟଙ୍କୁ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି ।ଗତ ନିର୍ବାଚନ ପୂର୍ବରୁ ଇରାନୀ ରାୟ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହେବା ପରେ ବିଜେଡି ଦଳ ସାଙ୍ଗଠନିକ କ୍ଷେତ୍ରରେ ମଜଭୁତ ହୋଇଛି । ନୟାଗଡ଼ ନିର୍ବାଚନ