Browsing Category

ଓଡିଶା

ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆସିବ ଆହୁରି ଅଧିକ ପୁଞ୍ଜି

ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ

ଗଞ୍ଜାମ ଜିଲ୍ଲାରେ ସିରିଜ ଇଡ଼ି ରେଡ ବିଭିନ୍ନ ବାଲି-ମଦ ଜମି-ଠିକାଦାର ଙ୍କ ଘରେ ପଞ୍ଝା ମାରିଲା ଇଡ଼ି…..!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କରି ଶାସକ ଦଳ ପାଖରେ ମୁଣ୍ଡ ଗୁଞ୍ଜିଥିବା ଚୋରା ବାଲି, ମଦ, ଜମି ମାଫିଆ ମାନଙ୍କ ଉପରେ ଇଡ଼ି ପକ୍ଷରୁ ପଞ୍ଝା ମରାଯାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚୋରା ବାଲି ସମ୍ରାଟ ମୁଦୁଲି, ବିଜିପୁରର ବିଶ୍ୱଜିତ ପାତ୍ର, ଜୟପ୍ରକାଶ ନଗର ସଚିନ

ଟିପିଏସ୍ଓଡିଏଲକୁ ମିଳିଲା ଟାଇମ୍ସ ବିଜନେସ୍ ଆଓ୍ୱାର୍ଡ…

ଦକ୍ଷିଣ ଓଡ଼ିଶାରେ ଗ୍ରାମାଞ୍ଚଳ ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଉତ୍କର୍ଷ ପ୍ରଦର୍ଶନ ବ୍ରହ୍ମପୁର, ଜାନୁଆରୀ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ଗ୍ରାମୀଣ ବିଦ୍ୟୁତ ବିତରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଇମ୍ସ ବିଜନେସ୍

ଆସିକା ACMPCS ର ଜମିକୁ ଶାଗମାଛ ଦରରେ ପ୍ରଶାସନ ର ୯୯ବର୍ଷ ଲିଜ ଘଟଣା : ଚାଲିଛି ମାଛ ତେଲରେ ମାଛ ଭଜା…

ସ୍ୱଳ୍ପ ଟଙ୍କା ରେ ଜମି ଲିଜ ନେବା ପରେ ସେହି ଜମି ଉପରେ କୋଟି କୋଟି ଟଙ୍କାର ଋଣ ଆଣି ଅଟ୍ଟାଳିକା ନିର୍ମାଣ କରି ସବ ଲିଜ ପାଇଁ ଚାଲିଛି ମସୁଧା ….! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ

ୱେଭ୍ ରାଇଡର୍ସଙ୍କ ସମୁଦ୍ର ପହଁରା ଅଭିଯାନ, କମାଲ ଦେଖାଇଲେ ଓଡ଼ିଆ ପହଁରାଳି

ମୁମ୍ବାଇ: ରବିବାର ଦିନ ୱେଭ୍ ରାଇଡର୍ସ ସଂଗଠନ ଦ୍ୱାରା ଆଲିବାଗ ନିକଟସ୍ଥ କାସା ଖଡକ୍ ଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ଏକ ଚ୍ୟାଲେଞ୍ଜିଂ ୧୬ କିଲୋମିଟର ସମୁଦ୍ର ପହଁର ଅଭିଯାନ କରାଯାଇଥିଲା । ସମୁଦ୍ର ପହଁର ଅଭିଯାନ ଦୁଃସାହସିକ କ୍ରୀଡ଼ା ବର୍ଗରେ ପଡ଼େ ଏବଂ ଏହି ପଦକ୍ଷେପ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ସଙ୍ଘ 

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ  ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା  ।  ପୂର୍ବ ଜରିମାନକୁ ରଦ୍ଦ କରାଯିବା ସହିତ ପଲ୍ୟୁସନ ନାଁରେ

ମାଟ୍ରିମୋନୀଆଲ ସାଇଟରେ ଡାକ୍ତର ପରିଚୟ ଦେଇ ୨୨ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର : ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ ।  ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା ।  ମାଟ୍ରିମୋନିଆଲ ସାଇଟରେ ଫେକ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ ।  ଅଭିଯୁକ୍ତ ଠକକୁ ଗିରଫ କରିଛି କମିଶନରେଟ ପୁଲିସ ।  ଠକାମୀର ଶୀକାର ହୋଇଥିବା ଜଣେ

ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପା ସେଟ୍ଟୀ

ପୁରୀ: ପୁରୀରେ ବଲିଉଡ୍ ଅଭିନେତ୍ରୀ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ପୁରୀ ଆସିଛନ୍ତି। ନିଜ ପରିବାର ଲୋକଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାରଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ ।

ମହିଳାଙ୍କୁ ପଥରରେ ଛେଚି ହତ୍ୟା

ସୁନ୍ଦରଗଡ଼: ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ସଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ବିଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ