Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ
ଫୁଲବାଣୀ ୦୮/୧୦: ପ୍ରକାଶ ପାଇଛି ଓଏଏସ ପରିକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
ଗତକାଲି ପ୍ରକାଶ!-->!-->!-->…
ଧାମନଗର ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା
ଭଦ୍ରକ ୦୮/୧୦: ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେଉଛି । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆ ଠାରୁ ବିଶାଳ ପଦ ଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ!-->…
ନଦୀରେ ଭାସୁଛି ନବଜାତର ମୃତଦେହ
ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି!-->!-->!-->…
ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ, ଶହଶହ ଲିଟର ଦେଶୀ ମଦ ଜବତ
ଆଠଗଡ ୦୮/୧୦: ୨୦୨୨ ତିଗିରିଆ ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ । ଦୁଇମହଲା ଘରୁ ବାହାରିଲା ଚୋରାରେ ବିକ୍ରି ପାଇଁ ରଖାଯାଇ ଥିବା ଶହଶହ ଲିଟର ଦେଶୀ ମଦ ।
ସୁଚନା ମୁତାବକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ!-->!-->!-->…
ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର
ବାରିପଦା ୦୮।୧୦ : ପୋଲିସ ଭ୍ୟାନ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁଇ ପୋଲିସ କର୍ମୀଙ୍କ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ନିକଟ ପାଲବଣି ପାଖରେ!-->…
ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ପାଇଁ BMC ବିଜ୍ଞପ୍ତି: ଫୁଟପାଥ୍, ଡ୍ରେନ ଉପରେ ରହିପାରିବନି ଖାଦ୍ୟ ଷ୍ଟଲ୍
ଭୁବନେଶ୍ୱର ୦୮/୧୦: ଷ୍ଟ୍ରିଟ୍ ଫୁଡ୍ ନେଇ ଷ୍ଟଲ୍ ପାଇଁ ପ୍ରକାଶ ପାଇଛି BMC ବିଜ୍ଞପ୍ତି । ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ ।!-->…
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା
ଯାଜପୁର: ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା!-->…
ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ
ଭଞ୍ଜନଗର ୦୮।୧୦ : ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରୁହନ୍ତି ।!-->!-->!-->…
ନାମାଙ୍କନର ଦ୍ଵିତୀୟ ଦିନ, ମୈଦାନରେ ପ୍ରଚାର କରୁଛନ୍ତି ସବୁଦଳର ପ୍ରାର୍ଥୀ
ଭଦ୍ରକ ୦୮/୧୦: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ଵିତୀୟ ଦିନ । ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରି ନାହାନ୍ତି । କୌଣସି ଦଳ ନିଜର ପାର୍ଥି ଘୋଷଣା କରି ନାହାନ୍ତି କିନ୍ତୁ ସବୁ ଦଳ ଏବେ ପ୍ରଚାର ଆରମ୍ଭ କଲେଣି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ!-->…
OTET-୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ।
୧୦ ତାରିଖ ସକାଳ ୧୦ଟାରୁ ଆବେଦନ!-->!-->!-->…