Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କୁ ନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଘୋର ନିନ୍ଦା…
ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ରେ ଦିବଂଗତ ନେତ୍ରୀ ସ୍ବର୍ଗତ ମିନାକ୍ଷୀ ମିଶ୍ର କ଼ଂ ନାମ ଘୋଷଣା କରାଯିବା ଏକ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ପ୍ରସଙ୍ଗ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ!-->…
୭ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ
ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ। ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ। ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ!-->…
ପାଣିକୋଇଲିରେ ସେକ୍ସ ର୍ୟାକେଟ୍ ଠାବ, ଲଜ୍କୁ ସିଲ୍ କଲା ପୁଲିସ୍
ପାଣିକୋଇଲି: ପାଣିକୋଇଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁରୁଣା ଥାନା ନିକଟ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଲଜ୍ରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି । ଗ୍ରାହକକୁ ପୁଲିସ ଗିରଫ କରିଥିବା ବେଳେ ରୂପଜୀବୀକୁ ଉଦ୍ଧାର କରିଛି । ଲଜ୍ ମାଲିକ ଓ ଦୁଇ କର୍ମଚାରୀଙ୍କ ସମେତ ମୋଟ ୬!-->…
ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ
ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।!-->…
ଆଇସିୟୁରେ ନଚାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ କମଳା ପୂଜାରୀ
ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ନଚାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ସେ ଏନେଇ ମୁହଁ ଖୋଲିଛନ୍ତି। କମଳା ପୂଜାରୀ କହିଛନ୍ତି ଯେ ତାଙ୍କୁ ଜୋର କରି ନଚାଯାଇଥିଲା। ସେ କହିଛନ୍ତି, ମୁଁ ନିଜେ ନାଚିବି ବୋଲି!-->…
ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍
ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ।
!-->!-->…
ସାଳନ୍ଦୀ ନଦୀରେ ଭାସିଗଲେ ୩ନାବାଳକ : ୨ଉଦ୍ଧାର, ଜଣେ ନିଖୋଜ
ଭଦ୍ରକ : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସାଳନ୍ଦୀ ନଦୀର ଭଦ୍ରକ ସାହପୁର ଘାଟରେ ନଦୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି । ସୂଚନାନୁଯାୟୀ ଭଦ୍ରକ ସହରାଞ୍ଚଳ ୧୬ନମ୍ବର କଣ୍ଟାବଣିଆ ଅଂଚଳ ୩ନାବାଳକ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ ଦୁଇ!-->…
ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା
ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି।
ତେବେ ଏହି ତାଲିକାରେ ଏକ ରୋଚକ!-->!-->!-->…
ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା ‘କାଳିଆ’ ସହାୟତା
ଭୁବନେଶ୍ବର: ନୂଆଁଖାଇରେ ଚାଷୀଙ୍କୁ ମିଳିଛି କାଳିଆ ସହାୟତା । ରାଜ୍ଯବାସୀଙ୍କୁ ଜୟ ଜଗନ୍ନାଥ ଓ ଜୟ ମା' ସମଲେଶ୍ବରୀ କହି ନୂଆଁଖାଇ ଜୁହାର ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଁଖାଇ ମାଟି ମା'ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା'ର ଆଶୀର୍ବାଦ!-->…
ଶାରଦୀୟ ପୂଜାରେ ଏଥର ରାତି ୧୨ ଯାଏ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିବ ଅନୁମତି
ଭୁବନେଶ୍ୱର,୦୧/୦୯: କରୋନା କାଳରେ ପାର୍ବଣ ଋତୁରେ ଗ୍ରହଣ ଲାଗିଥିଲା । ଦୁଇ ବର୍ଷ କଟକଣାରେ ଚାଲିଗଲା । ଏଥର ପାର୍ବଣକୁ ନେଇ ରାଜଧାନୀର ଭକ୍ତ ବେଶ୍ ଉତ୍ସାହିତ । ଗଳିକନ୍ଦିରେ ମାଳ ମାଳ ଗଣେଶ ପୂଜା ମଣ୍ଡପ ମାହୋଲରୁ ସ୍ପଷ୍ଟ ବାରି ହୋଇପଡୁଛି । ଶାରଦୀୟ ପୂଜା ବେଳକୁ ସହର ଉଠିବ ପଡି଼ବ । ଗହଳି!-->…