Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ
ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।
ସୂଚନା!-->!-->!-->…
ଗୁଜୁରାଟରେ ପଥଚାରୀଙ୍କୁ ଧକ୍କା ଦେଲା କାର୍, ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଗୁଜୁରାଟର ଅରବଲ୍ଲୀ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତଗତିରେ ଆସି ପଥଚାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଅରବଲ୍ଲୀ!-->!-->!-->…
ଅଧିକ ଭଡ଼ା ଆଦାୟ ଘଟଣା: ୮ ବସ୍ରୁ ୮୦ ହଜାର ଜରିମାନା ଆଦାୟ
ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍ ମାଲିକଙ୍କ କବଜାରେ ଜିଲ୍ଲା ପରିବହନ ବିଭାଗ ରହିଥିବାବେଳେ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡ଼ା ଠାରୁ ଢେର ଅଧିକ ଭଡ଼ା ନେଉଥିବା ନେଇ 'ସମ୍ବାଦ' ଖବର କାଗଜରେ ଖବର ପ୍ରସାର ହେବାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାତ୍ରୀବାହୀ ବସ୍ର!-->…
ପୁଲିସ୍ କବଜାରେ ଏଟିଏମ୍ ଲୁଟେରା, ପାଣି ଭିତରୁ ଏଟିଏମ୍ ବାକ୍ସ ଉଦ୍ଧାର
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ଚୋରି ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୬ଜଣ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। କୁଆଖିଆ ଥାନା ହରିପୁର ହାଟରେ ଗତ ୨୬ ତାରିଖ ରାତିରେ ହୋଇଥିବା ଏଟିଏମ୍ ଟଙ୍କା ଲୁଟ୍ ଘଟଣାରେ!-->…
ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ: ଜିଲାପାଳ
ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ଦେକାନ ଗୃହ ଓ ସେବାୟତଙ୍କ ଘରଗୁଡିକ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗୁରୁବାର ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହିତ ଆସି!-->…
ଲାଲଗଡ଼ରେ BSF ଏବଂ ଜିଲ୍ଲା ପୋଲିସର ସହାୟତା ମାଓବାଦୀଙ୍କ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ
ମାଲକାନଗିରି : ମାଓବାଦୀ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ।BSF ଏବଂ ଜିଲ୍ଲା ପୋଲିସର ସହାୟତାରେ ଲାଲଗଡ଼ରେ ଦୌଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ପ୍ରଥମ କରି ଗଣ ଦୌଡ।!-->…
ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି
ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ!-->…
ସ୍ବର୍ଗତ ମିନାକ୍ଷୀ ମିଶ୍ରଙ୍କ ନାମ ଘୋଷଣା କୁ ନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଘୋର ନିନ୍ଦା…
ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ସଦସ୍ୟା ରେ ଦିବଂଗତ ନେତ୍ରୀ ସ୍ବର୍ଗତ ମିନାକ୍ଷୀ ମିଶ୍ର କ଼ଂ ନାମ ଘୋଷଣା କରାଯିବା ଏକ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ପ୍ରସଙ୍ଗ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ!-->…
୭ରେ ବଙ୍ଗୋପସାଗରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ
ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ। ଫଳରେ ଉତ୍ତରପ୍ରଦେଶ ଏବଂ ବିହାରର ଶୁଖିଲା ସ୍ଥାନକୁ ବର୍ଷା ଆଣିବ ମୌସୁମୀ। ପାଣିପାଗ ପୂର୍ବାନୁମାନକାରୀମାନେ ଆକଳନ କରି କହିଛନ୍ତି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଲକ୍ଷଣ ପରିଲକ୍ଷିତ!-->…
ପାଣିକୋଇଲିରେ ସେକ୍ସ ର୍ୟାକେଟ୍ ଠାବ, ଲଜ୍କୁ ସିଲ୍ କଲା ପୁଲିସ୍
ପାଣିକୋଇଲି: ପାଣିକୋଇଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପୁରୁଣା ଥାନା ନିକଟ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଲଜ୍ରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି । ଗ୍ରାହକକୁ ପୁଲିସ ଗିରଫ କରିଥିବା ବେଳେ ରୂପଜୀବୀକୁ ଉଦ୍ଧାର କରିଛି । ଲଜ୍ ମାଲିକ ଓ ଦୁଇ କର୍ମଚାରୀଙ୍କ ସମେତ ମୋଟ ୬!-->…