Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଆଜି ଅର୍ଦ୍ଧେନ୍ଦୁଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କଲେ ହାଇକୋର୍ଟ। ଟଙ୍କା ବକେୟା ମାମଲାରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ସୂଚନା ଥାଉକି,!-->!-->!-->…
ସ୍କୁଲ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ
ଜଳେଶ୍ୱର: ସ୍କୁଲରେ ଭିତରେ ପିଟାପିଟି ହେଲେ ଦୁଇ ଶିକ୍ଷୟିତ୍ରୀ। ଏହି ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଫାଟି ଯାଇଛି। ଏଭଳି ଅଭାବନୀୟକାଣ୍ଡ ଘଟାଇବା ପରେ ଦୁଇ ଶିକ୍ଷୟିତ୍ରୀ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଧ୍ୟ ପରସ୍ପର ବିରୋଧରେ ଫେରାଦ!-->…
ଏମ୍କେସିଜି ହସ୍ପିଟାଲରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍କେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଆଜି ଅଗ୍ନିକାଣ୍ଡ ହୋଇଛି। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଆଜି ମଧ୍ୟାହ୍ନରେ ଏମକେସିଜି ମେଡିକାଲ!-->…
ସୌମ୍ୟଜିତଙ୍କ ଆଗୁଆ ଜାମିନ ଆବେଦନ
ଆଗୁଆ ଜାମିନ ଆବେଦନ କଲେ ସୌମ୍ୟଜିତ । ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା କୁମାରୀ ମୃତ୍ୟୁ ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୟଫ୍ରେଣ୍ଡ ସୌମ୍ୟଜିତ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗିରଫଦାରୀ ଏଡାଇବା ପାଇଁ ସେ ଜାମିନ ଆବେଦନ କରିଛନ୍ତି । ଜେରା ସମୟରେ ତାଙ୍କର କଲ!-->…
ନବନିଯୁକ୍ତ ଅଣଶିକ୍ଷକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ।
ଲୋକସେବକ ଭବନ କନଭେନସନ କେନ୍ଦ୍ରରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ନବନିଯୁକ୍ତ ବିଜ୍ଞାନାଗାର ସହାୟକ, କନିଷ୍ଠ ପାଠାଗାର ଅଧିକାରୀ ଏବଂ ଶାରୀରିକ ଶିକ୍ଷା!-->!-->!-->…
ଅଗଷ୍ଟ ୨୪ ସୁଦ୍ଧା ୪,୦୮,୬୮୦ ଗାଡିରେ ଏଚ୍ଏସ୍ଆରପି ନମ୍ବର ପ୍ଲେଟ ଲାଗିଛି: ଯୁଗ୍ମ କମିସନର
କଟକ: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁସବୁ ଯାନର ପଞ୍ଜୀକରଣର ଶେଷ ସଂଖ୍ୟା ୧ ଏବଂ ୨ ସହିତ ସମାପ୍ତ ହେଉଥିବ, ସେମାନେ ଏଚଏସ୍ଆରପି ନମ୍ବର ପ୍ଲେଟ ଲଗେଇବାକୁ ବାଧ୍ୟ । ଅକ୍ଟୋବର ୧ ତାରିଖ ସୁଦ୍ଧା ସୁଦ୍ଧା ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ, ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଏବଂ!-->…
ସାମ୍ନାକୁ ଆସିଲା ଶ୍ୱେତା କରିଥିବା ହ୍ୱାଟସଅପ୍ ଚାଟ୍
ସାମ୍ନାକୁ ଆସିଲା ସୌମ୍ୟଜିତଙ୍କ ମାଆଙ୍କୁ ଶ୍ୱେତା କରିଥିବା ହ୍ୱାଟସଅପ୍ ଚାଟ । ଏଥିରେ ସୌମ୍ୟଜିତ କିଭଳି ଶ୍ୱେତାଙ୍କୁ ବ୍ଲାକମେଲ କରୁଥିଲେ ତାହା ଶ୍ୱେତା ଦର୍ଶାଇଛନ୍ତି । ଚାଟରେ ଶ୍ୱେତା ଲେଖିଛନ୍ତି, ୩ ବର୍ଷ ହେଲା ତାଙ୍କ ପଇସାରେ ଅଏସ କରୁଥିଲେ ସୌମ୍ୟଜିତ ମହାପାତ୍ର । ଏପରିକି ଫଟୋ ଭାଇରାଲ!-->…
ବାଗଚୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ରୁଥ୍
ଭୁବନେଶ୍ୱର : ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ର ରାଜନୈତିକ ଓ ଅର୍ଥନୈତିକ ବିଭାଗର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ଶ୍ରୀ ସିନ୍ ରୁଥ୍ ଆଜି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କୁ ତାଙ୍କ କାର୍ଯ୍ୟାଳୟ!-->…
ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ!-->…
ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ ପୁରୀ-ବିକାନେର ଏକ୍ସପ୍ରେସ
ଭୁବନେଶ୍ବର: ଟ୍ରେନ ଚଳାଚଳ କ୍ଷେତ୍ରରେ ସମସ୍ୟା ଦୂରୀକରଣ ପାଇଁ ପୁରୀ-ବିକାନେର-ପୁରୀ ଏକ୍ସପ୍ରେସକୁ ପଶ୍ଚିମ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ କୋଟା ଷ୍ଟେସନ ପରିବର୍ତ୍ତେ ସୱାଇମାଧୋପୁର-ଗୁରଲା-ସୋଗରିଆ-ରୁଥିୟାଲ କର୍ଡ ଲାଇନ ମାର୍ଗରେ ଚଳାଚଳ କରାଇ ସୋଗରିଆ ଷ୍ଟେସନ ଠାରେ ରହଣି!-->…