Browsing Category

ଓଡିଶା

କଟକ ନରସିଂହପୁରରେ ଆଉ ଏକ ଗୁଳିବିଦ୍ଧ ଦନ୍ତା ଠାବ

କଟକ: ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ଗୁଳିବିଦ୍ଧ ହାତୀ ଅସୁସ୍ଥ ଭାବରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରେ ବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ ଏକ ୨୫ରୁ ୩୦ ବର୍ଷର ଦନ୍ତା ହାତୀଟି ପୂର୍ବ ବନ୍ୟାଞ୍ଚଳର ଚତରାପଦା…

ମା’ର ଶବକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ପୁଅ ବୋହୂ

ଜୟପୁର: ଆଜି ବି ବଂଚିଛି ଗାତି ବିଭେଦ । ଛୁଆଁ ଅଛୁଆଁ ଭେଦ ଭାବ ପାଇଁ ପୁଅ କର୍ମର ଫଳ ଭୋଗିଲା ମା'ର ମୃତଦେହ । ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ ମା' ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା' ମୃତଦେହକୁ ପୁଅବୋହୂ ଶ୍ମଶାନକୁ ନେଇ ସକôାର…

ଆଜି ରାତି ଗୁରୁତ୍ୱପୂର୍ଣ୍ଣ, ସମସ୍ତେ ସତର୍କ ରୁହନ୍ତୁ : SRC

ଭୁବନେଶ୍ବର: ବନ୍ୟା ପରିସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା ବୁଧବାର ସନ୍ଧ୍ୟାରେ ବିସ୍ତୁତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି…

ଆଇଟିଆଇ ଛାତ୍ରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣ ବାଡିଆ ରିତୟିନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ବିଭିନ୍ନ ସଂଗଠନ ପକ୍ଷରୁ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଓ ମାଡ ମାରିଥିବା କଲେଜ…

ଚାଷୀଙ୍କଠୁ ୩୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲ୍ୟାମ୍ପ୍ ଏମ୍‌ଡି

କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଲ୍ୟାମ୍ପର ଏମଡି ଆର ରାମାକ୍ରିଷ୍ଣା ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖରିଫ ଋତୁରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଏମଡି ଧରାପଡିଛନ୍ତି ।…

ହେଲମେଟ ଚେକିଂ କଡ଼ାକଡ଼ି, ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି। ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇ ଥିବା…

ପୁରୀରେ ୨ ଦିନ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୁରୀ: ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଆସିଥିବା ବନ୍ୟାରେ ପୁରୀ ଜିଲ୍ଲା ପୂରା ବେହାଲ୍ ହୋଇ ପଡ଼ିଛି । ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ । କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଚାଲୁଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି ।…

ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ପୋଲିସର ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଘଟଣା। ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ହାଇକୋର୍ଟ। ତା ଭିତରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ। ଆଗୁଆ ଜାମିନ…

ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା। ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ…

ବିପଦ ସଂକେତ ଉପରେ ପ୍ରବାହିତ ସତ୍ତ୍ୱେ ଖସୁଛି ଦେବୀ ନଦୀ

ଭୁବନେଶ୍ୱର : ବିପଦ ସଂକେତ ଉପରେ ପ୍ରବହିତ ସତ୍ତ୍ୱେ ଖସୁଛି ଦେବୀ ନଦୀ ।ଦଳେଇଘାଇ ଠାରେ ଧୀରେ ଧୀରେ ଖସୁଛି ଦେବୀ ନଦୀ । ବିପଦ ସଂକେତ ୫୭ ଫୁଟ ଥିବା ବେଳେ ଏବେ ଜଳସ୍ତର ୫୯ ଫୁଟ ରେ ପ୍ରବାହିତ ହେଉଛି । ମାଛ ଗାଁ ରେ ବିପଦ ସଂକେତ ୧୪ ଫୁଟ , ଏବେ ୧୫.୬୦ ଫୁଟ ରେ ପ୍ରବାହିତ ହେଉଛି ।…