Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡବଲ ଇଞ୍ଜିନର ଅଜବନୀତି ବ୍ରହ୍ମପୁର ଏସପି ଙ୍କୁ ତିନି ଦାୟିତ୍ୱ : ମୁରବି ବିହିନ ଏବେ ଦୁଇ ଜିଲ୍ଲା……!, ଦିନକୁ ଦିନ…
ଅପହରଣ କୁ ୨ ଦିନ ବିତିଲା ତଥାପି ପୋଲିସ ହାତ ଖାଲି..!
ଏପଟେ ଅଶାନ୍ତ ବଡବଜାର ଥାନା...ମୁରବୀ ନଥିବାରୁ ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ..!
ବ୍ରହ୍ମପୁର : ରାଜ୍ୟ ସରକାର ଅଜବନୀତି ଯୋଗୁଁ ଦୁଇ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବେ ସମ୍ପୂର୍ଣ ବିପର୍ଯ୍ୟସ୍ତ।ବ୍ରହ୍ମପୁର କ୍ରାଇମ!-->!-->!-->!-->!-->!-->!-->…
ପ୍ଲଟ୍ ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ…
ବ୍ରହ୍ମପୁର:ଗୋପାଳପୁର ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରୁ ସୁଧୀର ପାତ୍ର ନାମକ ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡୁରା ଗ୍ରାମ ପଞ୍ଚାୟତ ନିକଟସ୍ଥ ଡିଫେନ୍ସ କଲୋନୀ ଅଞ୍ଚଳରୁ କିଛି ଦୁର୍ବୃତ୍ତ ତାଙ୍କୁ ଜବରଦସ୍ତ!-->…
ନୂଆପଡ଼ାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୁଦନ ଦାଶ ଏହି ଶୋଭାଯାତ୍ରାକୁ ମୁଖ୍ୟାଳୟ ପରିସରରୁ ପତାକା!-->…
କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
କଟକ: କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି।!-->…
ଡିଜିଟାଲ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କଟକ ଗ୍ରାମାଞ୍ଚଳ ପୋଲିସ, କୋଟି କୋଟି ଟଙ୍କାର ଗହଣା ଜବତ
ସାଲେପୁର : ପୁଣି ଚର୍ଚ୍ଚାରେ କଟକ ଗ୍ରାମାଞ୍ଚଳ ପୋଲିସ । ଆରକ୍ଷ ଅଧିକ୍ଷଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ ଏକ ବଡ଼ ସଫଳତା ହାସଲ କରିଛି । ଅନ୍ତଜିଲ୍ଲାରେ ସକ୍ରିୟ ଥିବା ଏକ ଡିଜିଟାଲ ଚୋର ଗ୍ୟାଙ୍ଗକୁ ଧରିବା ସହିତ କୋଟି କୋଟି ଟଙ୍କାର ସୁନା ଓ ରୂପା!-->…
ଓଳନ୍ଦା ଗାଁରେ ଗାଈ ମଡ଼କ, ୧୦ ଦିନରେ ମଲେଣି ୨୦୦ରୁ ଅଧିକ
ତାଳଚେର : ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଓଳନ୍ଦା ଗାଁରେ ଗାଈ ମଡ଼କ । ୧୦ ଦିନରେ ମଲେଣି ୨୦୦ରୁ ଊର୍ଦ୍ଧ୍ବ ଗାଈ। ଅଜଣା ରୋଗ ଆତଙ୍କ ଯୋଗୁ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଗାଁରେ ଗୋରୁଗାଈ ସଂଖ୍ୟା ପାଖାପାଖି ୫୦୦ ରୁ ୬୦୦ ଥିବା ବେଳେ ଗତ ୧୦ଦିନ ମଧ୍ଯରେ ମଲେଣି ପ୍ରାୟ ୨୫୦!-->…
ବଢ଼ୁଛି ତାତି, ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ଖରା ଛୁଟି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ 40 ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି । ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି,!-->…
ସୀମା ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସୀମା ନିର୍ଦ୍ଧାରଣ ବିବାଦ । ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ । ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କର । ପ୍ରସ୍ତାବିତ!-->…
ଇଚ୍ଛାପୁରମ ରେଳ ଅଞ୍ଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ ଦାବିରେ ୧୦ ଟି ରାଜନୈତିକ ଦଳର ଧାରଣା
ଭୁବନେଶ୍ବର : ଭୁବନେଶ୍ବରରେ ପୂର୍ବତଟ ରେଳପଥ ଜୋନ ଅଫିସ ସମ୍ମୁଖରେ ୧୦ଟି ରାଜନୈତିକ ଦଳର ବିଶାଳ ଗଣଧାରଣା । କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ (ଏମ୍ ଲ ), ଫରୱାର୍ଡ଼ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକାନ୍ତି ଦଳ ପ୍ରମୁଖ ଏହି ଗଣଧାରଣରେ ସାମିଲ ହୋଇଛନ୍ତି। ୱାଲଟିୟର!-->…
ଜଙ୍ଗଲ ବିଭାଗର ଥାର କିଣା ଘୋଟାଲା ପ୍ରସଙ୍ଗ; ଦୋଷୀ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ଥାର୍ କିଣାରେ ଘୋଟାଲା? ୧୨ କୋଟିର ହିସାବ ମାଗିଲେ ସରକାର ! ଗାଡ଼ି କିଣା ୭ କୋଟି, ସଜାଇବା ଖର୍ଚ୍ଚ ୫ କୋଟି ! ଟଙ୍କା କେଉଁଠି ଗଲା ? ଓଡ଼ିଶା ଜଙ୍ଗଲ ବିଭାଗ ଦ୍ୱାରା ୫୧ଟି ମହିନ୍ଦ୍ରା ଥାର୍ କିଣା ଏବଂ ସେଗୁଡ଼ିକୁ ସଜାଇବା ପାଇଁ ହୋଇଥିବା ବିପୁଳ ଖର୍ଚ୍ଚ ଏବେ ସନ୍ଦେହ ଘେରରେ ।!-->…