Browsing Category

ଓଡିଶା

ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ରଏକ ହୋଟେଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ସୂଚନା ଅନୁଯାୟୀ, ରବିବାର ରାତିରେ ନୟାଗଡ଼ ଟାଉନ ଥାନା ପୋଲିସ…

କେନ୍ଦୁଝରରୁ ବିପୁଳ ପରିମାଣରେ ନକଲି ମଦ ଜବତ, ୫ ଗିରଫ

କେନ୍ଦୁଝର: ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି । କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଛି । ନକଲି ମଦ ଚୋରା କାରାବାର ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ,…

ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ ୧ଟା.୨୦ରୁ ଉକ୍ତ ରାସ୍ତାକୁ ବନ୍ଦ କରାଯାଇଛି। ଏହା…

କଂଗ୍ରେସ ଛାଡିଲେ ୩୦ ରୁ ଅଧିକ କର୍ମୀଙ୍କ ସହ ଦୁଇ ରାଜ୍ୟସ୍ତରୀୟ ନେତା

କଟକ: ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅଙ୍କୁ ଭୋଟ ଦେଇ ଚର୍ଚ୍ଚା ଓ ଵିଵାଦରେ ଥିଵା ବାରବାଟି- କଟକର କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମଙ୍କର ଏକାନ୍ତ ଅନୁଗତ ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ସହ ୩୦ ରୁ ଅଧିକ କଂଗ୍ରେସ କର୍ମୀ ଆଜି ଦଳରୁ ଇସ୍ତଫା ଦେବାକୁ ନେଇ କଟକରେ ଦଳ ତଳକୁ ଯାଉଥିବା…

ପତ୍ନୀ ଘର ଆଗରେ ପତିର ଧାରଣା

ପୁରୀ: ପୁଅକୁ ଦେଖା କରିପାରୁନି ବାପା । ଦିନେ କି ଦୁଇ ଦିନ ନୁହେଁ ୨ ବର୍ଷା ହେଲା ଦେଖା କରିପାରୁନି । ଘର ଛଡି ଅନ୍ୟତ୍ର ରହୁଥିବା ପତ୍ନୀ ପ୍ରତିବନ୍ଧକ ସାଜିଛି । ବାପା ପୁଅକୁ ଦେଖା କରେଇ ଦେଉନାହିଁ ମାଆ । ପୁଅକୁ ଟିକେ ଦେଖିବା ପାଇଁ, ପଦେ କଥା ହେବା ପାଇଁ କାକୁତି ମିନତି କରୁଛି ବାପା ।…

ଏକ କିଲୋମିଟର ଦୀର୍ଘ ଜାତୀୟ ପତାକାରେ ଶୋଭାଯାତ୍ରା

ବରଗଡ଼: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଂଗଳବାର ବିକାଶ ଗ୍ରୁପ୍ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ ହୋଇଛି। ଏଥିରେ ବିକାଶ ଗ୍ରୁପ୍‌ର ଛାତ୍ରଛାତ୍ରୀ, ଅଭିଭାବକ ଓ ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍‌ର କର୍ମଚାରୀଙ୍କ ସହ ସ୍ବେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ଏକ…

ବସ୍ ଓଲଟି ୩୫ ଯାତ୍ରୀ ଆହତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ମଙ୍ଗଳବାର ଏଭଳି ଏକ ଦୁର୍ଘଟଣା ଘଟିଛି। ଏଥିରେ ୩୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ…

ରାଜ୍ୟରେ ଆଉ ୪୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା କମୁଛି ହେଲେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୦୨…

ଆଠଗଡ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣା: ଗିରଫ ଫରେଷ୍ଟରଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଆଠଗଡ଼ ବନଖଣ୍ଡର ନରସିଂହପୁର ଅଞ୍ଚଳରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା । ଗିରଫ ଫରେଷ୍ଟର ପ୍ରଦୀପ ପରିଡାଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରାଟୋରିକୁ ଆଣିଲା ବନ ବିଭାଗ । ହାତୀ ହତ୍ୟାରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ…

ଏନଏଚ୍‌ ଉପରେ ୫ ଫୁଟ୍‌ର ପାଣି; ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଅସମ୍ଭାଳ ହେଲାଣି। ମୋଟୁ ନିକଟ ୩୨୬ ନଂ ଜାତୀୟ ରାଜପଥରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ରାସ୍ତାର ଉଭୟ…