Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାଙ୍ଗିଗଲା କେନାଲବନ୍ଧ, ଚାଷଜମି ଜଳମଗ୍ନ
ଭଦ୍ରକ : ଭଦ୍ରକ ଜିଲା ରାଣୀତାଲ ମୁଖ୍ୟ କେନାଲ ବନ୍ଧ ବୁଧବାର ଭାଙ୍ଗିଯାଇଛି। ଫଳରେ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଜମିରେ ପଡ଼ିଥିବା ତଳି ଓ ରୁଆ ସରିଥିବା ଜମି ପାଣିରେ ବୁଡ଼ି ରହିଥିବାରୁ ପଚି ଯାଇ ନଷ୍ଟ ହେବାର ଆଶଙ୍କା କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ବାଲେଶ୍ୱର ଜିଲା!-->…
ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଗ୍ୟାଙ୍ଗର ୩ ଗିରଫ
ଯାଜପୁର: ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୋଲିସ୍। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ଠାରୁ କିଛି ନକଲି ଷ୍ଟାମ୍ପ, ପ୍ୟାଡ଼ ଆଦି ଜବତ କରାଯାଇଛି।
ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ!-->!-->!-->…
ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର
ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ।
ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ!-->!-->!-->…
ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି।!-->…
ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ , ବୋମାମାଡରେ ଜଣେ ଆହତ
ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ବୋମାମାଡରେ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗାଁରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଷ୍ଠୀ ସଂଘର୍ଷରୁ!-->…
୧୦ ତାରିଖ ଯାଏଁ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆଜିଠୁ ୧୦ ତାରିଖ ଯାଏଁ ଅବିଶ୍ରାନ୍ତ ବର୍ଷା। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୪.୫ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୭ ତାରିଖରେ ଉତ୍ତରପଶ୍ଚିମ!-->…
ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ
ଯାଜପୁର: ଭିନ୍ନକ୍ଷମ ଭତ୍ତା ପାଇଁ ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗ ହୋଇଛି। ଜାଲ ସାର୍ଟିଫିକେଟ ପ୍ରସ୍ତୁତି କରୁଥିବା ଅଭିଯୋଗରେ ଯାଜପୁର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ନକଲି ଷ୍ଟାମ୍ପ ଓ ପ୍ୟାଡ ବ୍ୟବହାର କରି ଭିନ୍ନକ୍ଷମ ଭତ୍ତା ପାଇଆା ପାଇଁ ସାର୍ଟିଫିକେଟ ପ୍ରସ୍ତୁତି ହୋଇଥିବା!-->…
ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ
ଭୁବନେଶ୍ବର: ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗିରଫ!-->!-->!-->…
ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ, କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ଭେଟିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାରେ ପାଖାପାଖି ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟର ହିତାଧିକାରୀଙ୍କ ପାଇଁ ଆବାସ୍ ପ୍ଲସ୍ ପୋର୍ଟାଲ ଖୋଲିବା ଆବଶ୍ୟକ । ଜଣେ ହେଲେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବଞ୍ଚିତ ନହେବେ, ସେଥିଲାଗି ବ୍ୟାପକ!-->…
“ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ
ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ "ଓଡ଼ିଶା ମୋ ପରିବାର"ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର"ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ!-->…