ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

add-all

ଭଦ୍ରକ: ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ୧୦ ରୁ ଅଧିକ ଶ୍ରମିକ ରାସ୍ତା ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ଗତକାଲି ରାତିରେ ସମସ୍ତେ ଶୋଥିବାବେଳେ ଏକ ଡମ୍ପର ଭାରସାମ୍ୟ ହରାଇ ଘର ଉପରେ ମାଡି ଯାଇଥିଲା।

ad-week
Leave A Reply

Your email address will not be published.