Browsing Category

ଓଡିଶା

ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସୋମବାର ସକାଳୁ ସକାଳୁ ବିଜୁପଟ୍ଟନାୟକ ଏୟାପୋର୍ଟରୁ ମାୟାନଗରୀକୁ ଗଲେ ପ୍ରକୃତି। ଖାରବେଳନଗର ଥାନା ପୋଲିସରଠୁ ଅନୁମତି ନେଇ ପ୍ରକୃତି ମୁମ୍ବାଇ ଯାଇଥିବା ସୂଚନା ମିଳିଛି। ମାଆ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ସହ ଅଭିନେତ୍ରୀ…

ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ…

ନୟାଗଡ଼ରେ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି

ନୟାଗଡ଼: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ନୟାଗଡ଼ରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଛନ୍ତି । ଶନିବାର ରଣପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ ବୈଠକରେ ସେ ଯୋଗ ଦେଇଛନ୍ତି । ରଣପୁରରେ ଅନୁଷ୍ଠିତ ବୈଠକରେ…

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ ଲବ ହରିଜନ ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ। ସୂଚନା ଅନୁଯାୟୀ,…

ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୟୁନିଟ-୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ଭୁବନେଶ୍ବର: ୟୁନିଟି-୨ସ୍ଥିତ ମାର୍କେଟ ବିଲ୍ଡିଂକୁ ରବିବାର ବନ୍ଦ କରାଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଏଠାରେ…

ଅନୁମତି ମିଳିଲେ RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ: ସଂଘମିତ୍ରା ପତି

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇପାରିବ ମଙ୍କିପକ୍ସ ଟେଷ୍ଟିଂ। ଏଥିପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ। ଏ ନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା…

କାଉଡିଆଙ୍କ ଉପରେ ମାଡିଗଲା କାର, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: କାଉଡିଆଙ୍କ ଉପରେ ମାଡିଗଲା କାର । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଉଡିଆ ଜଣକ ହେଲେ ଦଶମ ଶ୍ରେୀଣୀ ଛାତ୍ର । ତେବେ ପିପିଲି ଛକ ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ଛାତ୍ର ଜଣଙ୍କ ଉପରେ ମାଡି ଯାଇଛି । ସୂଚନା ଅନୁସାରେ, ପୁରୀ…

ଅଗଷ୍ଟ ୮ରେ କଟକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ, ୩୧/୭ : କଟକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସନ୍ତା ଅଗଷ୍ଟ ୮ ତାରିଖରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି । ସାରା ଦେଶ ସ୍ବାଧୀନତାର ୭୫ବର୍ଷ ପାଳନ ପାଇଁ ଆଜାଦ କି ଅମୃତ ମହୋତ୍ସବ ପାଳୁଥିବାବେଳେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠାର ୭୫ବର୍ଷ…

କୂଳ ଲଙ୍ଘିଲା ସମୁଦ୍ର, ଜୁଆର ମାଡ଼ି ଆସି ଧୋଇଗଲା ୬ଟି ଘର

ଗଞ୍ଜାମ: କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ପୋଡମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘି ବ୍ୟାପକ କ୍ଷୟକ୍ଷତି। ଜୁଆର ମାଡ଼ି ଆସି ୬ଟି ଘର ଧୋଇ ନେଇଛି। ପୂର୍ବରୁ ମଧ୍ୟ ଜୁଆର ମାଡ଼ି ଆସି ଘର ଭାଙ୍ଗିବା ସହ ଡଙ୍ଗା, ମାଛ ଜାଲ ଆଦି ଭସାଇ ନେଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାମେୟାପାଟଣା ସହ…

କମେଣ୍ଟ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

କେନ୍ଦ୍ରାପଡା: କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପ୍ରଥମେ ଷ୍ଟ୍ରକୁ ନେଇ ବିବାଦ ଓ ତାପରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାରୁ ହଳଦିଆ ଗ୍ରାମର କେଳା ସାହି ଓ ତିଲଙ୍ଗ ଗାଁର କେତେକ ଲୋକଙ୍କ ମଧ୍ୟରେ ସୃଷ୍ଟି…