Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା କଲା ପୋଲିସ
ଭୁବନେଶ୍ୱର : ପ୍ରକୃତିଙ୍କୁ ଘଣ୍ଟାଏ ଜେରା । ଗୋଟିଏ କି ଦୁଇଟା ନୁହେଁ, ଏକାଥରକେ ପୋଲିସର ଡଜନେରୁ ପ୍ରଶ୍ନ ଅଧିକ ପ୍ରଶ୍ନ । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ଖାରବେଳନଗର ଥାନା ପୋଲିସ ।
ଖବର ଅନୁଯାୟୀ, ପୂର୍ବ ନୋଟିସ୍ ଆଧାରରେ!-->!-->!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଆଜି ମଧ୍ୟ ହଜାରେ ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୭୫ ଜଣ ସ୍ଥାନୀୟ ସଂକ୍ରମିତ ।
ସେହିଭଳି!-->!-->!-->…
ଆଉ ଏକ ଗୁଳିବିଦ୍ଧ ଅସୁସ୍ଥ ଦନ୍ତା ହାତୀ ଠାବ
କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନ ବିଭାଗ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ ଜଙ୍ଗଲରେ ଏକ ଗୁଳିବିଦ୍ଦ ଦନ୍ତାହାତୀ ଅସୁସ୍ଥ ହୋଇ ବୁଲୁଥିବା ସୂଚନା ମିଳିଛି।
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ୩୦ ରୁ ୩୨!-->!-->!-->…
ମାଣ୍ଡିଆର ଚାହିଦା ବିଶ୍ୱ ଦରବାରରେ ରହିଛି : ଭାରତ ଏହାର ନେତୃତ୍ଵ ନେବ– ଏପିଡା ମହା ପ୍ରବନ୍ଧକ…
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ସୁନ୍ଦରଗଡ଼ : ସୁନ୍ଦରଗଡରେ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷର ଶଙ୍ଖନାଦ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ଯ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ(ଏପିଡା) ତରଫରୁ ଓଡିଶା ମିଲେଟ ମିଶନ,!-->!-->!-->…
ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ବାଙ୍କୀଠାରେ ‘ବିଶ୍ୱ ଜଳବୁଡ଼ି ନିରୋଧ’ ଦିବସ ପାଳିତ
ଭୁବନେଶ୍ୱର : ସୋମବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ବାଙ୍କୀ ସ୍ଥିତ ମହାନଦୀ କୁଳର ଅରଖ ପଡିଆ ଠାରେ 'ବିଶ୍ୱ ଜଳବୁଡ଼ି ନିରୋଧ' ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ସବିତା ଆଚାର୍ଯ୍ୟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ,!-->…
ଯାଜପୁରରୁ ୬୦ ଗ୍ରାମର ବ୍ରାଉନସୁଗାର ଜବତ, ଭାଇଭଉଣୀ ଗିରଫ
ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ।୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଗିରଫ ଭାଇ ଭଉଣୀ ହେଲେ ଭଦ୍ରକ ରହନଜା ଅଞ୍ଚଳର ଅନନ୍ତ ଖଟୁଆ ଏବଂ ବ୍ୟାସନଗର!-->!-->!-->…
ରାଜ୍ୟରୁ ଆଉ ୧୦୦୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର: ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୧୦୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨,୯୧,୬୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ!-->…
ନଭୀ ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର
କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନଭୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏହି ଦେୟ ଛାଡ଼ କରାଯାଇଛି।
!-->!-->!-->…
ଅଜଣାଗାଡି ଧକ୍କାରେ ଆଖି ବୁଜିଲେ କାର୍ଯ୍ୟରତ ସାମ୍ବାଦିକ
ଭୁବନ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଦେହାନ୍ତ ହୋଇଛି। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ଦୁଷ୍ମନ୍ତ।
ମିଳିଥିବା!-->!-->!-->…
ଦିଲ୍ଲୀରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ, ରାଇରଙ୍ଗପୁର ଉତ୍ସବମୁଖର
ରାଇରଙ୍ଗପୁର: ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଯାହାକୁ ନେଇ ତାଙ୍କ ନିଜ ଅଞ୍ଚଳ ରାଇରଙ୍ଗପୁରରେ ଉତ୍ସବର ମାହୋଲ ରହିଥିଲା। ଶପଥ ଗ୍ରହଣ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ରାଇରଙ୍ଗପୁରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।!-->…