Browsing Category

ଓଡିଶା

ରିଲ୍‌ ଲାଇଫ୍‌କୁ ରିଅଲ୍‌ ଲାଇଫ୍‌ ଭାବିବା ଦୁର୍ଭାଗ୍ୟଜନକ

ଭୁବନେଶ୍ବର: ଅଭିନେତା ବାବୁସାନ୍‌, ତାଙ୍କର ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏ ନେଇ ପ୍ରକୃତି ମିଶ୍ରଙ୍କ ବାପା-ମା’ ଖାରବେଳନଗର ଥାନାରେ ଏତଲା ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରକୃତିଙ୍କ ବାପା ତଥା…

ମୋ ବୋହୂ ବହୁତ ଭଲ, ବାବୁସାନକୁ ବହୁତ ଭଲପାଏ – ଉତ୍ତମ ମହାନ୍ତି

ଭୁବନେଶ୍ବର: ଆଜି ସକାଳୁ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଷ୍ଟାର ପରିବାରର କଳହ ଥାନାରେ ପହଞ୍ଚିଛି। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ସିନେ-ଷ୍ଟାର ବାବୁସାନଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ…

ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି, ୩ ଦିନ ପ୍ରବଳ ବର୍ଷିବ, ୭ ଜିଲାକୁ ୟେଲୋ ୱାର୍ନିିଂ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଶନିବାର ରାଜ୍ୟର ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ। ସେହିପରି ୭ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଆଜି…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଓଡିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦ

ଭୁବନେଶ୍ୱର : ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ…

ଯୁକ୍ତ ୨ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ବର: ଯୁକ୍ତ୨ ନାମଲେଖା ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଥିବା ନାମଲେଖା କଟକଣାକୁ କୋହଳ କରାଯାଇଛି। ପୂର୍ବ ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଯୁକ୍ତ୨ରେ ନାମ ଲେଖିବା ପାଇଁ କେବଳ ୧୦ ଟି କଲେଜରେ ଆବେଦନ କରିପାରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ…

ଥାନାରେ ଦ୍ୱାରସ୍ଥ ହେଲେ ପ୍ରକୃତିଙ୍କ ମା’ବାପା, ସଫେଇ ଦେଲେ ବାବୁସାନ୍

ଭୁବନେଶ୍ୱର: ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନ୍ ମହାନ୍ତିଙ୍କ ତିକୋଣୀୟ ପ୍ରେମ କାହାଣୀ ଏବେ ସାମ୍ନାକୁ ଆସିଛି । ଆଜି ସକାଳର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯେଉଁଥିରେ ବାବୁସାନ, ତାଙ୍କ ପତ୍ନୀ ଓ ଅଭିନେତ୍ରୀଙ୍କୁ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ…

ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତି : ଜଣେ ମୃତ, ୧୭ ଆକ୍ରାନ୍ତ

ନବରଙ୍ଗପୁର ୨୩।୭: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ବ୍ୟାପିଛି ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।ଆଉ ୧୭ ଜଣ ଆକ୍ରାନ୍ତ ଅଛନ୍ତି । ଖଡ଼ିଆଗୁଡା ଗାଁରେ ମେଡ଼ିକାଲ ଟିମ…

ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନିଆଳି: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଛକରେ ଥିବା ଏକ ପରିତ୍ୟକ୍ତ ଘର ସମ୍ମୁଖରୁ ଜଣେ ରାଜମିସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବେନ୍ଦ୍ର ବେହେରା। ଦେବେନ୍ଦ୍ର ଗତକାଲି କାମକୁ ଯାଇଥିଲେ। ରାତିରେ ହେବାରୁ ଘରକୁ ନ…

ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ…

ଜଙ୍ଗଲରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ, ହତ୍ୟା ସନ୍ଦେହ

ଉଦଳା : ଜଙ୍ଗଲ ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ମୃତଦେହ ମିଳିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା…