Browsing Category

ଓଡିଶା

ବାଲି ଚୋରା ଚାଲାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ଜୟଦେବ ବିଧାନସଭା କ୍ଷେତ୍ରର ବାଲିଅନ୍ତାରେ ରହିଛି…

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ: ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ଆଉ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡା ଗାଁରେ । ସକାଳୁ ସକାଳୁ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ୪ଜଣଙ୍କର ସ୍ବାସ୍ଥ୍ୟବସ୍ଥା…

ଆଜି ରାତିରୁ ପ୍ରବଳ ବର୍ଷା, ଓଡିଶାର ୪ ନଦୀ ବଢିବାର ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ଆଣୁଛି ବଡ଼ ବର୍ଷା । ଆଜିଠାରୁ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନା ପାଇଁ ୪ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଆଲର୍ଟ କରାଯାଇଛି । ଆଜି ରାତିରୁ ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ହେଲେ ୪ଟି ନଦୀ…

ପ୍ରାଣୀଧନ ଚିକିତ୍ସା ଓ ଟିକାକରଣ ୟୁଜର୍ସି ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି' ଛାଡ଼ କଲେ ରାଜ୍ୟ ସରକାର । ସମ୍ପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି'…

ପାର୍ବଣ ପାଇଁ ମହାନଦୀ ଓ କାଠଯୋଡ଼ିରୁ ଉଠିଲା ମାଟି

କଟକ: ପାରମ୍ପରିକ ରୀତିନୀତିରେ କଟକ ସହରର ବିଭିନ୍ନ ପୂଜାମଣ୍ଡପ ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମହାନଦୀ ଓ କାଠଯୋଡ଼ିରୁ ମାଟି ଉଠାଇଛନ୍ତି। କିଛି ମଣ୍ଡପ ଗତକାଲି ପବିତ୍ର ଜନ୍ମାଷ୍ଟମୀରେ ମାଟି ଉଠାଇ ଥିବା ବେଳେ ଅଧିକାଂଶ ମଣ୍ଡପ ଆଜି ପବିତ୍ର ନନ୍ଦୋତ୍ସଵରେ ମାଟି ଉଠାଇଛନ୍ତି। …

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ମଧ୍ୟ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ଶହ ତଳେ ରହିଛି। ଗତକାଲି ୪୮୨ ଜଣ କରୋନା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୪ ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା…

ବାତ୍ୟା ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ ଅଛୁ: SRC

ଭୁବନେଶ୍ବର: ରାଜ୍ୟରେ ଲଘୁଚାପର ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ।…

ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ମାଓ ସାମଗ୍ରୀ ଜବତ…

ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ୱେ ଗତ ମଙ୍ଗଳବାର ଓ ବୁଧବାର ଦୁଈଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର…

୩୦ ଜିଲ୍ଲା ପାଇଁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ…

ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ନଦୀଗୁଡ଼ିକର ଜଳପ୍ରବାହର…