Browsing Category

ଓଡିଶା

ହୀରାକୁଦରେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ, ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ମହାନଦୀରେ ଉପରମୁଣ୍ଡରେ ପାଗ ଶୁଖିଲା ରହିଥିବାରୁ ଏବେ ନଦୀରେ ଜଳସ୍ତର କମିବାରେ ଲାଗିଛି। ତେଣୁ ହୀରାକୁଦରେ ଜଳ ପ୍ରବେଶ ମଧ୍ୟ କମିଛି। ଏହି କାରଣରୁ ଆଜି ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ବନ୍ଦ ହୋଇଛି। ଏବେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସଂଧ୍ୟା ୭ ପୂର୍ବରୁ ୪ଟି…

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଭୁବନେଶ୍ୱର: ବନ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ୧୩ଟି ଜିଲ୍ଲାର ୭୧ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୦୬୬ଟି ଗ୍ରାମ ପ୍ରଭାବିତ ହୋଇଛି । ବନ୍ୟାରେ ୪୭୦ ଟି ଗ୍ରାମ ଜଳବନ୍ଦୀରେ…

ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।ସୂଚନାଯୋଗ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ମଙ୍ଗଳବାର ୫ ଜଣ ବ୍ୟକ୍ତି ଜଙ୍ଗଲକୁ ଯାଇଥିଲେ। ହେଲେ ଲଗାଣ…

କମୁଛି ବନ୍ୟା ଜଳ, ବଢ଼ୁଛି ଦୁର୍ଦ୍ଦଶା

ପାରାଦୀପ: ବେଘର କରିଛି ଜଳ ପ୍ରଳୟ । ବନ୍ୟା ଉଜାଡ଼ି ଦେଇଛି ସବୁକିଛି । କିଏ ଛାତ ଉପରେ ରୋଷେଇ କରୁଛି ତ ଆଉ କିଏ ରାସ୍ତା ଉପରେ ପାଲ ଟାଣି ଘରର ସମସ୍ତ ଜିନିଷକୁ ଜଗି ରହିଛି । ମହାନଦୀରେ ବନ୍ୟା ଆସିବା ପରେ ଜଳରେ ବିତୁଛି ଜୀବନ । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ଲୋକଙ୍କ ଘର ଭିତରେ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଘୋଷଣା କଲେ ରିଲିଫ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ,…

ରାଜଧାନୀର ବିଭିନ୍ନ ମନ୍ଦିରରେ ପାଳନ ହେଉଛି ଜନ୍ମାଷ୍ଟମୀ

ଭୁବନେଶ୍ବର: ଆଜି ହେଉଛି ଜନ୍ମାଷ୍ଟମୀ ରାଜଧାନୀର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ଜନ୍ମଷ୍ଟମୀ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଦ୍ଧ ରାତ୍ରିର ଅମୃତ ବେଳାରେ ଜନ୍ମ ନେବେ କୃଷ୍ଣ । । ମହାମାରୀର ୨ବର୍ଷ ପରେ କୃଷ୍ଣ ନାମରେ ପ୍ରକନ୍ତିତ ହେବ ରାଜଧାନୀ । ପୂଜା ପାଠ , ଭଜନ କୀର୍ତ୍ତନ ଓ ନାମ…

ଗାଧୋଇବା ଯାଇ ବନ୍ୟାରେ ଭାସିଗଲେ ୫ ଶିଶୁ, ଜଣେ ମୃତ ଓ ୪ ଉଦ୍ଧାର

ଆଠଗଡ ବ୍ରାହ୍ମଣ ବସ୍ତ ଗ୍ରାମରେ ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣାପଡିଛି । ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମର ୫ ଜଣ ପିଲା ବିଷ୍ଣୁପୁର ଜୋରକୁ ଗାଧୋଇଯାଇଥିଲେ । ସେଠାରେ ବନ୍ୟା ଜଳରେ…

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪ ମହଲା ଛାତରୁ ଡେଇଁ ପୁଣି ଜଣେ ରୋଗୀର ମୃତ୍ୟୁ । ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ଗ୍ରାମର ଦୁର୍ୟୋଧନ ନାୟକ (୫୦) ଉଚ୍ଚ ରକ୍ତଚାପ ରୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି (ଗୁରୁବାର) ଭୋର ସମୟରେ ଜିଲ୍ଲା…

ଭୁବନେଶ୍ବରରେ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅଞ୍ଚଳର ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା ଜାରି ରହିଛି। ମୃତ ମହିଳା ଜଣକ…

ବନ୍ୟାରେ କେନ୍ଦ୍ରାପଡ଼ାର ୮୬ଟି ଗାଁ ପ୍ରଭାବିତ, ସ୍ଥିତି ସମୀକ୍ଷା କଲେ ଦୁଇ ମନ୍ତ୍ରୀ

କେନ୍ଦ୍ରାପଡା: ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି । ଏନେଇ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନ୍ୟାର ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ । ଏଥିରେ ରାଜସ୍ବ ଓ ବିପର୍ଯ୍ୟୟ…