Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଟିକା ନେବାକୁ ଆସିଥିବା ଲୋକେ
ବାଲେଶ୍ୱର: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍ଲାଇନ୍ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି।ସୂଚାନାଯୋଗ୍ୟ,!-->…
ପାର୍କ ନାଁ ରେ କେଳେଙ୍କାରୀ…! କିଏ କାହିଁକି ଖର୍ଚ୍ଚ କରିଛି ଟଙ୍କା ! : “ପୀତବାସ ପଣ୍ଡା “
ବ୍ରହ୍ମପୁର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା 2021ଜାନୁୟାରୀ ମାସ ପାଞ୍ଚ ତାରିଖରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ମହାଶମହୋରରେ ଉଦଘାଟନ ହୋଇଥିଲା l ସେହି ସମୟରେ ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା l ପରବର୍ତ୍ତୀ ସମୟରେ ବିଶିଷ୍ଟ!-->!-->!-->…
‘ବିଶ୍ୱ ଯୁବା କୌଶଳ ଦିବସ-୨୦୨୨’ ପାଳିତ
ଭୁବନେଶ୍ୱର : ବିଶ୍ୱ ଯୁବା କୌଶଳ ଦିବସ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଦିବସର ପ୍ରସଙ୍ଗକୁ କେନ୍ଦ୍ର କରି ୯୦ ସେକେଣ୍ଡର ଭେଲ୍ଫି ପ୍ରତିଯୋଗିତା କରି ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମଟିକୁ ଆୟୋଜନ ତଥା ପରିଚାଳନା କରାଯାଇଥିଲା । ଏଥିରେ ମୁଖ୍ୟ!-->…
ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା : ୭ଜିଲ୍ଲାକୁ ଅରେଞ୍ଜ, ୧୭ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ବର : ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିଛି। ଏହି ବର୍ଷା ଆହୁରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି!-->…
ଟ୍ରେନ୍ରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ମାର୍ପିଟ୍, ଛୁରାମାଡ଼ରେ ଜଣେ ମୃତ
ଖଲ୍ଲିକୋଟ: ଚେନ୍ନାଇ-ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମାର୍ପିଟ୍ ହୋଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପ୍ରସନ୍ନଜିତ୍ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ!-->…
କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା
କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ଲାଲ ବାଗ ଥାନା ଅଂଚଳର କୁତାଖାଇଗଳିର ଏହି ଘଟଣା। ଘରେ କେହି ନ ଥିବା ବେଳେ ଘରେ ପଶି ହତ୍ୟା କରିଥିବା ଜଣାଯାଇଛି। ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଂଚଳରେ ଏବେ ଶୋକାକୁଳ!-->…
ରାଗିଂ ପାଇଁ ରାଜ୍ୟ ସରକାର ଲାଗୁ କରିବେ କଠୋର ଆଇନ
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପାଖାପାଖି ୨ ସପ୍ତାହ ପୂରିବାକୁ ବସିଥିଲେ ହେଁ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ସୁଇସାଇଡ୍ ନୋଟରେ ରୁଚିକା ଯେଉଁ ୩ ଜଣ!-->…
ଓଟିଏମ୍ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ
ଭୁବନେଶ୍ୱର,: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିଥିବା ବେଳେ ଶୁକ୍ରବାର ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ ବିଧାନସଭା ପ୍ରଶ୍ନକାଳରେ ଉଠିଥିଲା। କଟକ ଚୌଦ୍ବାର ବିଧାୟକ ସୌଭିକ ବିଶାଳ ଏହି ପ୍ରସଙ୍ଗ ଉଠାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ନେଇ ଓଟିଏମ୍ ଜମି ନିଲାମ ହୋଇପାରିବ ନାହିଁ ।!-->…
ଚେସ୍ ଅଲିମ୍ପିଆଡ୍ ମସାଲ୍, ଲୋକସେବା ଭବନରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱରରେ ଐତିହାସିକ ଚେସ୍ ଅଲିମ୍ପିଆଡ୍ ମସାଲ୍। ଜୁଲାଇ ୨୮ ତାରିଖରୁ ମହାବଳିପୁରମରେ ଆରମ୍ଭ ହେବାକୁ ଥିବା ୪୪ତମ ଚେସ୍ ଅଲିମ୍ପିଆଡ୍ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ୍। ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ୍ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ରହି!-->…
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ଫିଜିକ୍ସ ପ୍ରଶ୍ନପତ୍ର ଲିକ୍
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗତକାଲି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଆଜି ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରଶ୍ନପତ୍ର ଲିକ୍ ଫଳରେ ପରୀକ୍ଷା ପୂର୍ବରୁ ଫିଜିକ୍ସ ଅନର୍ସ-୧୪ ପରୀକ୍ଷା ବାତିଲ୍ ହୋଇଥିଲା । ପ୍ରଶ୍ନପତ୍ର ଲିକ୍!-->…