Browsing Category

ଓଡିଶା

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି, ୩୦ଟି ଜିଲ୍ଲାରେ ହେବ ପବ୍ଲିକ ସାଇନ୍ସ ପାର୍କ

ଭୁବନେଶ୍ବର : ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଶିଶୁ ଓ ଯୁବପୀଢିଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସରକାର ଏହିଭଳି ଏକ ବଡ ନିସ୍ପତ୍ତି ନେଇଛନ୍ତି । କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି ।…

ଧବଳେଶ୍ଵର ପୀଠରେ ବାହୁଙ୍ଗିକୁ ବାରଣ

ଆଠଗଡ: ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା। ଏଣିକି ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ । କେବଳ ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ପାଣି ଢ଼ାଳିବେ। ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ନିଷେଧ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ପ୍ରସାଶନର ଏଭଳି ନିଷ୍ପତ୍ତି…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧରେ କାୟା ବିସ୍ତାର କରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ…

ରାଜଧାନୀର ଏକ ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି। ଲକ୍ଷ୍ମୀ ସାଗର ସିଦ୍ଧେଶ୍ଵରୀ…

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ । ଟପ୍ ୧୦୦ ତାଲିକାରେ ନାହିଁ ରାଜ୍ୟର କୌଣସି କଲେଜ

ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ଫ୍ରେମୱର୍କ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତିା ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି ରାଜ୍ୟର ୩ ବିଶ୍ୱବିଦ୍ୟାଳୟ । ସୋଆ ୧୬ ତମ ର୍ୟାଙ୍କରେ ଥିବାବେଳେ , କିଟ୍ ୨୦, ଉକ୍ରଳ ବିଶ୍ୱବିଦ୍ୟାଳୟ ୯୦ ତମ…

ରେଳ ଷ୍ଟେସନ୍ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ମାତ୍ର ୨୪ ଘଣ୍ଟା ଭିତରେ କଟକ ରେଳ ଷ୍ଟେସନ ନିକଟରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ପ୍ରେମ ଜନିତ ବ୍ୟାପାରକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା କୁହାଯାଉ ଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ପରିବାର ଲୋକେ ଏହାକୁ ଏକ…

ଠିକ୍ ସମୟରେ ସ୍କୁଲ ଓ କଲେଜ ବନ୍ଦ ନିଷ୍ପତ୍ତି ନେବେ ସରକାର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ନେଇ ମତ ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, କୋଭିଡ ସଂକ୍ରମଣ ଯେତେବେଳେ ବଢୁଛି ତା ସହ ପଜିଟିଭ୍ ରେଟ୍ ବି ବଢୁଛି, ଏହା ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ପୂର୍ବ ଲହରଗୁଡ଼ିକ ଅପେକ୍ଷା ବଢିବା ହାର କମ୍ ରହିଛି।…

ରାୟଗଡାରେ ଝାଡାବାନ୍ତି ଆତଙ୍କ: ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ରାୟଗଡାରେ ଝାଡାବାନ୍ତି ଆତଙ୍କ । ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ଆତଙ୍କ । ସମସ୍ତଙ୍କୁ ନିକଟ ମେଡିକାଲରେ ଭର୍ତ୍ତି କରାଯାଇଛି । କାଶୀପୁର ବ୍ଳକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟା, କାକୁଡିପଦର, ରାଉତଘାଟି…

ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଜଣେ ଅଟକ

ସାନଖେମୁଣ୍ଡି ୧୫।୦୭ : ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ପଞ୍ଚାୟତ ଅନନ୍ତନଗର ସ୍ଥିତ ଏକ ତୋଟାରୁ ଏହି ମୃତଦେହ ଠାବ ହୋଇଛି । ମୃତକ ବନ୍ଧାଗୁଡ଼ା ଗାଁର ତ୍ରିନାଥ ପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଅନନ୍ତନଗର ସ୍ଥିତ ଏକ ତୋଟାରେ…

ଉଠିଯିବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ (ହାୟର ସେକେଣ୍ଡାରୀ ସ୍କୁଲ) ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ଉଠିଯିବ । ସ୍କୁଲ ପରିସରରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନେ ପାଠ ପଢ଼ିବେ । ଏଥିପାଇଁ ସ୍କୁଲରେ ଜମି ଚିହ୍ନଟ ହୋଇସାରିଛି । ଖୁବ୍‌ଶୀଘ୍ର ସେଠାରେ ବିଲ୍ଡିଂ ତିଆରି ହେବ ।…