Browsing Category

ଓଡିଶା

ଓଡ଼ିଶା ଆସୁଛନ୍ତି ଯଶଓ୍ୱନ୍ତ ସିହ୍ନା

ଭୁବନେଶ୍ୱର: ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଓଡ଼ିଶା ଆସିବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଥିବା ଭୋଟରଙ୍କୁ ଭେଟି ନିଜ…

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ ଆଶ୍ରିତା: ପ୍ରାଥମିକ ତଦନ୍ତରୁ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଶ୍ରିତା ଭଦ୍ରକ ଜିଲ୍ଲା ତାଙ୍କ ଗାଁ ତିହିଡିରେ ଜଣେ…

ଚାକିରୀ ଦେବା ନାଁରେ ୧କୋଟିରୁ ଊର୍ଦ୍ଧ୍ୱ ଠକେଇ: ଦୁଇଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ଲୁଚିଥିବା ଦୁଇ ଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି ହୋଇଛି । ମଙ୍ଗଳବାର ଇଓଡବ୍ଲ୍ୟୁ ପକ୍ଷରୁ ଏହି ସର୍କୁଲାର ଜାରି ହେବା ନେଇ ସୂଚନା ଦିଆଯାଇଛି । ଫେରାର୍ ଅଭିଯୁକ୍ତଦ୍ୱୟ ହେଲେ…

ରାଜ୍ୟରେ ୧୫ ଯାଏ ଜାରି ରହିବ ବର୍ଷା

ଭୁବନେଶ୍ୱର: ୧୫ ଯାଏ ପ୍ରବଳ ବର୍ଷିବ। ରାଜ୍ୟରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ହୋଇ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହରେ ଆଉ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ। ଆସନ୍ତା ୯ ଓ ୧୩ରେ ଏହି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓଲଟି ୧ ମୃତ, ୩୦ ଆହତ

ରାୟଗଡ଼ା : ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ରେ ଜଣେ ମୃତ ପ୍ରାୟ ୩୦ ଆହାତ ମଧ୍ୟରୁ ୧୪ ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତି କରାଯାଇଛି, ମୃତ୍ୟୁ ହୋଇଥିବା ଜଣେ ମହିଳା ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାଟି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର…

ଏଣିକି କଲେଜରେ ଦୈନିକ ୭ଘଣ୍ଟା ରହିବେ ଅଧ୍ୟାପକ

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ ଓ ଶୃଙ୍ଖଳିତ କରିବା ଲାଗି ଚଳିତ ବର୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷତଃ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, କଲେଜରେ ନିର୍ଦ୍ଧାରିତ କ୍ଲାସ ଓ ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ କଠୋର ପଦକ୍ଷେପ…

ବାରହା ଜାଲରେ ଫସି ହାତୀର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ପ୍ରାଣ ହରାଇଲା ହାତୀ । ଖବର ପାଇ ଘଟଣାସ୍ଥଳରେ ବନ…

ରାଜଧାନୀରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର: କଲେଜରେ ଥମୁନି ରାଗିଂ ବିବାଦ। ବିଜେବି କଲେଜରେ ରାଗିଂକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପୁଣି ରାଜଧାନୀରେ ରାଗିଂ ଅଭିଯୋଗ ଆସିଛି। ବେସିକ୍ ସାଇନ୍ସ କଲେଜ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ୩ ଜଣ ସିନିୟର ଛାତ୍ର ଜୁନିୟର…

ରାଉରକେଲାରେ ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ, ୫ ଗିରଫ

ରାଉରକେଲା: ବଡ଼ ଧରଣର ଜିଏସଟି ଠକେଇ । ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୪ ଜଣ ରାଉରକେଲାର ହୋଇଥିବାବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପଷରୁ ୫ ଜଣଙ୍କୁ ଗିରଫ କରାଯାଇଛି ।…

ମା’କୁ ହାଣିଲା ପୁଅ, ଘଟଣାର ତଦନ୍ତ ଆରମ୍ଭ

ନିଶ୍ଚିନ୍ତକୋଇଲି: ମା'କୁ ହାଣିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା'ର ବେକକୁ ପନିକିରେ ହାଣି ହତ୍ୟା କରିଛି…