Browsing Category

ଓଡିଶା

ବିଏମସିରେ ଖୋଲିଲା ୨୫ ଟି କୋଭିଡ୍ ଟେଷ୍ଟ କେନ୍ଦ୍ର

ଭୁବେନଶ୍ୱର: କରୋନା ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନାତ ମାହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ବେଶ୍ କମ୍ ରହିଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ । ତେବେ ରାଜ୍ୟରେ କୋଭିଡ୍…

ମହାନଦୀରେ ଉଦଘାଟିତ ହେଲା ଦ୍ୱିତୀୟ ଭାସମାନ ରେସ୍ତୋରାଁ

କଟକ: ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ ର ମଜା ନେବେ ପର୍ଯ୍ୟଟକ। ଓ୍ୱାଟର ସ୍ପୋର୍ଟସ ସିଂପ୍ଲେଲ ଓ ଓ.ଟି.ଡି.ସିର ମିଳିତ ଆନୁକୂଲ୍ୟରେ ମହାନଦୀରେ ଉଦଘାଟନ ହେଲା ଦ୍ଵିତୀୟ ଭାସମାନ ତିରିଶ ସଂଖ୍ୟା ଵିଶିଷ୍ଟ ରେଷ୍ଟୁରାଣ୍ଟ।ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ…

ରୁଚିକା ମହାନ୍ତି ମୃତ୍ୟୁ ଘଟଣା, ହଷ୍ଟେଲ ଛାତ୍ରୀଙ୍କୁ ପୋଲିସର ପଚରାଉଚରା

ଭୁବନେଶ୍ବର:ରାଙ୍ଗି ପାଇଁ ରୁଚିକାଙ୍କ ଜୀବନ ଯାଇଥିବାରୁ ବିଜେବି କଲେଜର ଛାତ୍ରୀନିବାସରେ ୧୩୪ ଛାତ୍ରୀଙ୍କୁ ମାରାଥନ ପଚରାଉଚରା ପୋଲିସ କରିଛି। ଏପରିକି ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଛାତ୍ରୀ ମାନଙ୍କୁ ଡକା ଯାଇଛି। ବିଜେବି କଲେଜର ଛାତ୍ରୀନିବାସରେ କମିଶନରେଟ ପୋଲିସର ୩ ଜଣିଆ ଟିମ ତନାଘନା…

ଚାକିରି ଚାପରେ ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ଆଠଗଡ଼: ଚାକିରି ଚାପରୁ ମହାନଦୀକୁ ଡେଇଁଲେ ଜୀବନ ହାରିଲେ ଯୁବକ। ଆଠଗଡ଼ରେ ମହାନଦୀକୁ ଡେଇଁ ଯୁବକ ଜଣକ ଜୀବନ ହାରିଛନ୍ତି। ମୃତକ ହେଲେ ଖଣ୍ଡଗିରି ଅଞ୍ଚଳର ପ୍ରସନ୍ନଜିତ ମହାନ୍ତି। ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ। ସୂଚନାଥାଉ କି, ଗତ ୧ ତାରିଖ ଦିନ ଅପରାହ୍ନ ୩ଟାରେ ପ୍ରସନ୍ନଜିତ…

ରାଗିଂର ଶିକାର ହୋଇଥିଲେ ଦୂତୀ ଚାନ୍ଦ

ଭୁବନେଶ୍ବର: ରାଗିଂର ଶିକାର ହୋଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସମୟରେ ଅଲମ୍ପିଆନ୍ ଦୂତୀ ଚାନ୍ଦ୍ ମଧ୍ୟ ରାଗିଂର ଶିକାର ହୋଇଥିବା…

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । ସେ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଘଟଣାର ପୁଲିସ ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ…

ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ

ଭୁବନେଶ୍ୱର: ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ଦିନ ୧୦ଟା ୩୦ରେ ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ । ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରୁ ମାଟ୍ରିକ…

ଶୌଚ ହେବାକୁ ଯାଇଥିଲା ବେଳେ ଭିଡ଼ି ନେଲା କୁମ୍ଭୀର

ଆଳି: ଗୋଡ଼ ଧୋଇବାକୁ ଯାଇଥିଲେ। ନଦୀ କୂଳରେ ପଡ଼ିଥିବା ଜାଲି ଉପରେ ଠିଆ ହୋଇ ଗୋଡ଼ ଧୋଇଥିଲେ। ପରେ ହାତ ଧୋଇବାକୁ ନଇଁ ଥିଲେ। ଏହି ସମୟରେ ଜାଲି ଭିତରେ ଲୁଚି ବସିଥିବା କୁମ୍ଭୀର ବାହାରି ଆସି ସିଧାସଳଖ ବେକକୁ କାମୁଡ଼ି ଧରିଥିଲା। କୁମ୍ଭୀର ଆଁ ଭିତରେ ରହିଥିଲା ସମ୍ପୂର୍ଣ୍ଣ ମୁଣ୍ଡ ଓ ବେକ।…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଲା ବାଙ୍କୀରୁ ଭୁବନେଶ୍ୱର ଆସୁଥିବା ଘରୋଇ ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନା ଅନୁସାରେ, ବାଙ୍କିରୁ…

ଗାଁରେ ଶୋକାକୂଳ ପରିବେଶରେ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଆଠଗଡ଼: ଆଠଗଡ଼ କଖଡି ଗାଁରେ ଶୋକାକୂଳ ପରିବେଶ। ଶୋକାକୂଳ ପରିବେଶ ମଧ୍ୟରେ ରୁଚିକା ମହାନ୍ତିଙ୍କର ହୋଇଛି ଶେଷକୃତ୍ୟ ସମ୍ପନ୍ନ। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହକୁ ଆଠଗଡ଼ କଖଡି ଗାଁକୁ ନିଆଯାଇ ଗତ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି। ରୁଚିକା ବିଜେବି କଲେଜ…