Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟୁଙ୍ଗୁରୁ ଓ ବର୍ଷାଙ୍କୁ ଗିରଫ ଦାବିରେ ବିଭିନ୍ନ ଥାନାର ଦ୍ବାରସ୍ଥ ହେଲା ଅନଲାଇନ ଅଟୋ ଚାଳକ ସଂଘ
ଭୁବନେଶ୍ବର: ସୋସିଆଲ ମିଡିଆରେ ବର୍ଷା ଓ ଟୁଙ୍ଗୁରୁ ଭୋଳର ପ୍ରେମ କାହାଣୀକୁ ନେଇ ନିଜକୁ ଲଜ୍ଜିତ ଅନୁଭବ କରୁଛି ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ । ଗାଁଠୁ ସହରରେ ଏହି ନାଁ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଉଭୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟଙ୍ଗାତ୍ମକ!-->…
ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ
ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍ପିଟ୍ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା!-->…
ରଥଯାତ୍ରା ପରଦିନ ଗଡ଼ କୁଜଙ୍ଗରେ ରଥ ଟାଣିଲେ ଭକ୍ତ
ଜଗତସିଂହପୁର: ସୁଭଦ୍ରା କ୍ଷେତ୍ର ଗଡ଼ କୁଜଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥୀରେ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗଡ଼ କୁଜଙ୍ଗ ସ୍ଥିତ ସୁଭଦ୍ରାଙ୍କ କ୍ଷେତ୍ରରେ ପରଦିନ ରଥଯାତ୍ରା ପାଳନ କରାଯାଇଥାଏ । ଆଦିମ କାଳରୁ ଏହି ପ୍ରଚଳିତ!-->…
ଆଜି ରାଜ୍ୟର ୧୮ ଟି ଜିଲ୍ଲାରେ ୩୪୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୨ କେସ୍ ରିପୋର୍ଟ ହୋଇଥିବା ବେଳେ ୧୪୪ ଲୋକାଲ କେସ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କେସ୍!-->…
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି
ପୁରୀ: ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଆଡ଼ପବିଜେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶରଧାବାଲିରେ ଭିଡ ଜମାଇଛନ୍ତି । ମହାପ୍ରଭୁଙ୍କୁ ପାଖରୁ!-->…
ବିକାଶମୁଖୀ ବଜେଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, ୨।୭ ରାଜ୍ୟର ପୂର୍ଣ୍ଣାଙ୍କ ବଜେଟ ବିଧାନସଭାରେ ଶନିବାର ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ କୋଟ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ କୃଷି, ସ୍ବାସ୍ଥ୍ୟ, ଓ ଶିକ୍ଷା ସହ ରାଜ୍ୟର ବିକାଶକୁ ଗୁରୁତ୍ବ!-->…
ସିନିୟରଙ୍କ ନିର୍ଯ୍ୟାତନାରୁ ଆତ୍ମହତ୍ୟା କରିଛନ୍ତି ବିଜେବି ଛାତ୍ରୀ, ସୁଇସାଇଡ ନୋଟରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ନିବାସରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୩ ଜଣ ସିନିୟର ଛାତ୍ରୀଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ଉଲ୍ଲେଖ । ମାନସିକ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଚରମ ପଦ!-->…
ବର୍ଷ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ
ଭୁବନେଶ୍ୱର : ବର୍ଷ ୨୦୨୨-୨୩ ପାଇଁ ଓଡ଼ିଶା ବିଧାନସଭାରେ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍ରେ କୃଷି ଉପରେ ଅଧିକ!-->…
ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା!-->…
କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
କଟକ : ରାଜଧାନୀ ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ ଆଜି ସିଏମସି ପକ୍ଷରୁ ସୂଚନା ମିଳିଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ କଟକଣା କଡା କରିଛି। କଟକରେ ରହୁଥିବା ଲୋକେ,କଟକକୁ ଆସୁଥିବା ଲୋକେ ମାସ୍କ!-->…