ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ

add-all

କଟକ: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଟିମ୍‌ ବାହାରି ଯାଇଛି। ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ କଟକ ଓଡ଼ିଆ ବଜାରସ୍ଥିତ ଘରୁ ସାଥିରେ ନେଇ ଯାଇଛନ୍ତି। ସିବିଆଇ ଟିମ୍‌ ଚନ୍ଦନଙ୍କୁ ନିଜ ହେପାଜତରେ ରଖି ଅଧିକ ପଚରାଉଚରା କରିବ। ଚନ୍ଦନ ମିଶ୍ରଙ୍କୁ ଅଧିକ ଜେରା ପାଇଁ ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀର ସ୍ବତନ୍ତ୍ର ଟିମ୍ ପହଞ୍ଚିଛନ୍ତି।

ad-week
Leave A Reply

Your email address will not be published.