Browsing Category

ଓଡିଶା

ହାତୀ ଘଉଡ଼ାଇବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର

ବାରିପଦା: ହାତୀ ଉପଦ୍ରବ ରୋକିବାକୁ ଯାଇ ୩ ବନ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ହାତୀମାନଙ୍କୁ ଘଉଡ଼ାଇବା ଲାଗି ୩ ଜଣ ବନ ବିଭାଗ କର୍ମଚାରୀ ଏକ ଜିପରେ ଯାଇଥିଲେ। ହେଲେ…

କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାରରେ ରୁପା ଛାଉଣି ପ୍ରସ୍ତୁତି ଶୁକ୍ରବାର ରାତିରୁ ଆରମ୍ଭ ହେବ । ଏହି କାମ କରିବାକୁ ମୁମ୍ବାଇରୁ କାରିଗର ଆସି ପହଞ୍ଚିଛନ୍ତି । କଳାହାଟ ଦ୍ୱାରରେ ୫୦୦ କିଲୋର ରୁପା ଚାଦର ପଡିବ । ସୂଚନାଯୋଗ୍ୟ, ଏହା ପୂର୍ବରୁ…

ଆଧୁନିକୀକରଣ ତାଲିକାରେ ଓଡ଼ିଶାର ୧୨ ଷ୍ଟେସନ: ପୁରୀରେ କାମ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ୧୨ଟି ରେଳ ଷ୍ଟେସନର ବିକାଶ କରାଯିବ । ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ଦେଶର ପାଖାପାଖି ୮ ହଜାର ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିରେ ଓଡ଼ିଶାର ୧୨ଟି ଷ୍ଟେସନ୍‌ ସ୍ଥାନ ପାଇଛି । ଯାହାର ପୁନଃ ବିକାଶ କରିବାକୁ ଘୋଷଣା କରିଛି…

ପୁରୀ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ପରିଦର୍ଶନ କରିଛନ୍ତି । କେତେ ପ୍ରତିଶତ କାର୍ଯ୍ଯ ଶେଷ ହୋଇଛି। ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ…

ଶରଧାବାଲିରେ ତିିନି ରଥ

ପୁରୀ: ଭାବ ଓ ଭକ୍ତିରେ ଉଛୁଳି ପଡୁଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ହରିବୋଳ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ଫାଟି ପଡୁଥିଲା ପରିବେଶ । ଜୟଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ । ରଥ, ପଥ ପ୍ରସ୍ତୁତ ରହିଥିଲା । ଭକ୍ତ ଅପେକ୍ଷା କରି ରହିଥିଲେ…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରଥ ଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ବର୍ଷ ରଥ ଯାତ୍ରା ଟି ଭିନ୍ନ ଏକ ଐଁତିହାସିକ ମୁହୁର୍ତ୍ୱ୍ୱ ଗଢି ସମସ୍ତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନନ୍ଦିତ କରିଦେଇଥିଲା । ପ୍ରଥମ ଥର ପାଇଁ ପ୍ରଫେସର…

ରଥ ଟଣା ସମୟରେ ଲାଗିଲା ତାର, ଜଣେ ମୃତ, ୭ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମର ମଠସାହିରେ ରଥ ଟାଣିବା ବେଳେ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମଠସାହି ଗ୍ରାମର…

ରଥରେ ତିନିଠାକୁରଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ।…

ଖରସ୍ରୋତା ନଦୀରୁ ଧରାହେଲା ଏକକାଳୀନ ୬ଟି ବଡ଼ ବଡ଼ ବିରଳ ମାଛ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ଧୀବରମାନଙ୍କ ଦ୍ଵାରା ୬ ଟି ବଡ଼ ଧରଣର ମାଛ ଧରା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ ୬ ଟି ବିରଳ ମାଛ ଧରାପଡି ଥିଲେ । ଏହି…

ବଙ୍ଗୋପସାଗରରେ ଲଘୁଚାପ, ୪ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ଯୋଗୁ ଆସନ୍ତା ୪ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହେବାପରେ ସମଗ୍ର ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରସ୍ଥିତ…