ବିଜେଡିରେ ଯୋଗ ଦେଲେ ପ୍ରମୋଦ ପଣ୍ଡା

add-all

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ପ୍ରମୋଦ ପଣ୍ଡା। ପ୍ରମୋଦ ଘୁମଶର ବିଜେପିର ଯୁବ ସଭାପତି ଭାବେ ଦୁଇ ବର୍ଷ ଧରି କାମ କରୁଥିଲେ। ଆଜି ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.