Browsing Category

ଓଡିଶା

ବଡ଼ମ୍ବାରୁ ପୁଣି ମିଳିଲା ହାତୀ କଙ୍କାଳ

ଆଠଗଡ, ୨୭।୬ ବଡ଼ମ୍ବାରେ ପୁଣି ମିଳିଲା ଆଉ ଏକ ହାତୀ କଙ୍କାଳ। ଆଠଗଡ଼ ବନଖଣ୍ଡ ବଡମ୍ବା ବନାଞ୍ଚଳ ଗୋପପୁର ରେଞ୍ଜର ମଣ୍ଡପ ସରଂକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ ବନ ବିଭାଗ ଉଦ୍ଧାର କରିଛି । ହାତୀ କଙ୍କାଳ ମିଳିବା ପରେ ବନବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ ଯେ ଆଠଗଡ…

ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ : ଆଉ ମାତ୍ର ତିନି ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ…

ସ୍କୁଲ ପରିଦର୍ଶନରେ ଆସି ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

ପିପିଲି: ବିଦ୍ୟାଳୟକୁ ବିଳମ୍ବରେ ଆସୁଥିବା ଦୁଇଜଣ ଶିକ୍ଷୟିତ୍ରୀ ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାବୁଡରେ ପଡ଼ିଥିଲେ। ବିଳମ୍ବରେ ସ୍କୁଲକୁ ଆସିବାର କାରଣ ସଂପର୍କରେ ସେମାନଙ୍କୁ ପଚାରିବା ସହ ତତ୍‍କ୍ଷଣାତ ଉକ୍ତ ଦୁଇ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ…

ଦୁବାଇ ବିଜନେସ ମିଟ୍‌ରେ ଯୋଗ ଦେବେ ଓଡ଼ିଶାର ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ୨ ନେତା ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ ମିଟ୍‌ରେ ଯୋଗ ଦେବେ । ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ପୂର୍ବରୁ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ବିଜନେସ ମିଟ୍‌ରେ ଯୋଗଦେବେ । ଏ ନେଇ ସେମାନେ ସୋମବାର…

ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀନା ସାନ୍ତା

ଉମରକୋଟ: ପ୍ରତିଭା କେବେ ଲୁଚି ରହେନା । ସେ ଉପାନ୍ତ ଅଞ୍ଚଳ ହେଉ ବା ସହରାଞ୍ଚଳ। ଆଉ ନିଜର ସାଧନା ଓ ଚେଷ୍ଟା ବଳରେ ସଫଳତାର ଶୀର୍ଷରେ କେହି ବି ପହଞ୍ଚିପାରେ । ଏପରି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ମାହାଣ୍ଡି ଗ୍ରାମର ମୀନା ସାନ୍ତା। ମୀନା…

ରାଜ୍ୟର ୧୨ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ରାଜ୍ଯରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୨ଟି ଜିଲ୍ଲାରେ କାଳବୈଶାଖୀ ଓ ବର୍ଷାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ମାଲକାନଗିରି,…

ଆଠଗଡ ଅଞ୍ଚଳରେ ୩ଟି ହାତୀ ମୃତ୍ୟୁର ଏସଆଇଟି ତଦନ୍ତ ଆରମ୍ଭ

ଆଠଗଡ: ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ଏସଆଇଟି। ମାସେ ଭିତରେ ଦାଖଲ ହେବ ରିପୋର୍ଟ । କେନ୍ଦ୍ର ସରକାରଙ୍କ ତାଗିଦ ପରେ ବନ ବିଭାଗ ଏବଂ SITର ତତ୍ପରତା ଦେଖିବାକୁ ମିଳିଛି । ବଡମ୍ବାରୁ ହାତୀ କଙ୍କାଳ ମିଳିବା ଓ…

ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ଡିସିପିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ମାମଲାରେ ପୋଲିସ ମୃତ ରାଇମୋହନଙ୍କ ପତ୍ନୀ, ଝିଅ, ପୁତୁରା ଓ ଜ୍ୱାଇଁଙ୍କୁ…

ସିଏମସିର କମିଶନର ଭାବେ ଦାୟିତ୍ୱଗ୍ରହଣ କଲେ ନିଖିଲ ପୱନ କଲ୍ୟାଣ

କଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ (ସିଏମସି) ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ଦାୟିତ୍ବ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି। ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ…

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ । ଗତ ଫେବ୍ରୁଆରୀ ମାସରେ ରହସ୍ୟଜନକ ମୃତ୍ୟୁ ହୋଇଥିବା ଆନନ୍ଦ ଟପ୍ପୋଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତକୁ…