Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର : ରାହୁଲ ଗାନ୍ଧି ଙ୍କୁ ସମର୍ଥନ କରି ଓଡିଶାରେ ବି କଂଗ୍ରେସର ଆନ୍ଦୋଳନ । ଇଡିର ପଦକ୍ଷେପ ଆକ୍ରୋଶମୂଳକ ଅଭିଯୋଗ କରି କଂଗ୍ରେସର ପ୍ରତିବାଦ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଡି ଅଫିସ ଆଗରେ ପ୍ରତିବାଦ । ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସ ର ପ୍ରତିବାଦ!-->…
ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାଲକାନଗିରି ଜିଲା ସୀମାନ୍ତରେ ବସ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏନେଇ ନବୀନ ଟୁଇଟ୍ କରି କହିଛନ୍ତି, ମାଲକାନଗିରି!-->!-->!-->…
ବାରବାଟୀ ଟି-୨୦ : ୪ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା
କଟକ: ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା । ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଦଳ । ଦଳ ପକ୍ଷରୁ କାଲସେନ ୮୧ରନର ଦମଦାର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । ସେପଟେ ଅଧିନାୟକ ବଭୁମା ମଧ୍ୟ ୩୫ରନ ଇନିଂସ ଖେଳିଥିଲେ ।
ଭାରତ ପ୍ରଥମେ ବ୍ୟାଟିଂ!-->!-->!-->…
ନୂପୁର ଶର୍ମା ବୟାନ ମାମଲା, ସମ୍ବଲପୁରରେ ୧୪୪ ଧାରା ଜାରି
ସମ୍ବଲପୁର: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦିୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ସମ୍ବଲପୁର ଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବିରୋଧ ପ୍ରଦର୍ଶନ ସମେତ ଜିଲାସ୍କୁଲ ଛକରୁ ଭିଏସଏସ!-->…
ଲାଞ୍ଚ ନେଇ ଧରାପଡ଼ିଲେ ଆସିକା ବିଇଓ ଅଫିସର କନିଷ୍ଠ କିରାଣୀ
ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫!-->…
ବାରବାଟୀ ଟି-୨୦: ଘଣ୍ଟି ବଜାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାରବାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଟସ୍ ଜିତି!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି। ବାରବାଟୀ ଷ୍ଟାଡିୟମରେ ଭାରତ- ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ!-->…
ପାରିବାରିକ କଳହର କରୁଣ ପରିଣତି: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର
ବାଲେଶ୍ୱର: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଇଁତରା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ପୂଜା ଜେନା ।
ଗତ ଏକ ମାସ ତଳେ କୈଳାସ ଜେନାଙ୍କୁ ବିବାହ କରିଥିଲେ । ବାହାଘର ପରଠୁ କୌଣସି କାରଣରୁ ଉଭୟଙ୍କ!-->!-->!-->…
ଦେବସ୍ନାନ ପୂର୍ଣ୍ଣିମାରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ
ପୁରୀ: ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା (Snana Yatra) । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦୁଇବର୍ଷ ଭକ୍ତମାନେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ!-->…
୧୩ରେ ବାଲେଶ୍ୱର ଇମାମୀ-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍ର ନୂତନ ଶାଖା ଇମାମି-କିସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା!-->…