Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ବୃହତ ନିର୍ମାଣ ପାଇଁ ନାହିଁ NMAର ଅନୁମତି
ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ!-->…
ଭିଆଇପି ପାସ୍ ବ୍ୟବସ୍ଥା ଉଚ୍ଛେଦ ହେଉ : ଅମର ପଟ୍ଟନାୟକ
ଭୁବନେଶ୍ବର: ବାରବାଟିରେ ଟିକେଟ୍ ନ ପାଇ ଖେଳ ଦେଖିବାରୁ ବଂଚିତ ହୋଇଥିବା ଅନେକ କିଡ୍ରାପ୍ରେମୀ ନିରାଶ ହୋଇଛନ୍ତି । ବଡ ଲୋକ, ପଇସାବାଲାଙ୍କ ପାଇଁ ଟିକେଟ ଖେଳ କରାଯାଇଛି । ଧନୀ ବୋର୍ଡର ଏଭଳି ବିଚିତ୍ର ନୀତି ପାଇଁ କ୍ରିଡାପ୍ରେମୀ ଏବଂ ସାଧାରଣ ଲୋକ ଖେଳ ଦେଖିବାରୁ ବଂଚିତ ହେଉଛି ।
!-->!-->!-->…
କୂଅ ଭିତରକୁ ଖସି ପଡ଼ିଲା ମାଙ୍କଡ଼, ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନ୍ୟ ୨ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଅଭାବନୀୟ ଘଟଣା । କୂଅ ଭିତରକୁ ଖସିପଡ଼ିଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟ ୨ ଜଣ ଗୁରୁତର। ଉଭୟଙ୍କୁ ଉଦ୍ଧାର କଲା ମନମୁଣ୍ଡା ଦମକଳ ବାହିନୀ।
ସୂଚନାନୁଯାୟୀ, ତୁଳସୀକଟା!-->!-->!-->…
ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ
ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ। ଗଭୀର ସମୁଦ୍ରକୁ ଭାସିଯାଇ ଯୁବକ ନିଖୋଜ। ଯୁବକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ବଳ ଦାସ । ଲାଇଫ ଗାର୍ଡଙ୍କ ଦ୍ୱାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରବିବାର ସକାଳେ ଉଜ୍ବଳ ପୁରୀ କାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ!-->!-->!-->…
କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ
ଭୁବନେଶ୍ୱର: କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାକୁ ଉଦ୍ଯମ ଜାରି ରଖିଛନ୍ତି। ତେବେ ଇଲେକ୍ଟିକ୍ ରୁମ୍ ରେ ଥିବା ଷ୍ଟାଣ୍ଡ୍ ଫ୍ୟାନ୍ ରୁ ସଟସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଥିବାବେଳେ,!-->…
ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ !
ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୧ରୁ ଘରୋଇ ବସ୍ ଚଳାଚଳ ବନ୍ଦ ହେବ । ଏଭଳି ଧମକ ଦେଇଛି ରାଜ୍ୟ ବସ୍ ମାଲିକ ସଂଘ । ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ସଂଘର ସଭାପତି । ୯ ଦଫା ଦାବିକୁ ନେଇ ସଂଘ ଏଭଳି ଧମକ ଦେଇଛି ।
ବସର ପରମିଟ୍ ଗୁଡିକୁ ତୃତୀୟ ପକ୍ଷଙ୍କୁ!-->!-->!-->…
ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ…
ଭୁବନେଶ୍ୱର, ଜୁନ ୧୨- ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଭର୍ଚ୍ଚୁଆଲ ମାଧ୍ୟମରେ ଏଥିରେ ଯୋଡ଼ି ହୋଇପାରନ୍ତି ବୋଲି ଇଂରେଜ ଖବର କାଗଜରେ ପ୍ରକାଶ ପାଇଛି ।
ଏହି ଖବର ସତ୍ୟ ହୋଇଥିଲେ ଚିନ୍ତାଜନକ ବୋଲି କହିଛନ୍ତି ବିଜେପି!-->!-->!-->…
ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ଭାଇ ସମେତ ୪ ଗିରଫ, କୁମାରୀ ମାତୃତ୍ବ କାରଣରୁ ହତ୍ୟା
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ରୁପିଆମ୍ବ ନାଳରୁ ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି କୋମନା ପୁଲିସ। ବିବାହ ପୂର୍ବରୁ କୁମାରୀ ମାତୃତ୍ବ ଘଟଣାକୁ ନେଇ ଭଉଣୀଙ୍କୁ ତଣ୍ଟି ଚିପି!-->…
ହାତୀ ଛୁଆକୁ ଛାଡ଼ି ଚାଲିଗଲା ମାଆ ହାତୀ, ଉଦ୍ଧାର କଲା ବନବିଭାଗ
ଢେଙ୍କାନାଲ: ଛୁଆ ହାତୀକୁ ଛାଡ଼ି ଚାଲିଗଲା ମା'। ଢେଙ୍କାନାଲ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆଁ ଶବର ସାହି ଗାଁ ନିକଟରେ ନବଜାତ ହାତୀ ଛୁଆକୁ ଛାଡ଼ି ମାଆ ହାତୀ ଚାଲି ଯାଇଛି।
ହାତୀ ଛୁଆଟି ଠିଆ ହୋଇନ ପାରିବାରୁ ମାଆ ହାତୀ ତାକୁ ଛାଡ଼ି ଯାଇଥିବା ଅନୁମାନ କରାଯାଉଛି। ବନବିଭାଗ ଘଟଣାସ୍ଥଳରେ!-->!-->!-->…
ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେ.ଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍ବ୍ରାଞ୍ଚ।
ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ!-->!-->!-->…