ଓଡିଶା ସ୍ଵଚ୍ଛ ସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ

add-all


କଟକ : ଓଡ଼ିଶା ସ୍ବଚ୍ଛସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ନୂଆବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ସମ୍ମିଳନୀରେ ହିନ୍ଦ ମଜଦୁର ସଭା ରାଜ୍ୟ ଯୁବ ସଭାପତି ବିଜୟ ପତି ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସଭାପତି ହିନ୍ଦ ମଜଦୁର ସଭା କୃଷ୍ଣଚନ୍ଦ୍ର ଚନ୍ଦ୍ର ପାତ୍ର, ମହିଳା ସଖା ସଭାନେତ୍ରୀ ଲକ୍ଷ୍ମୀ ଅପା, ରାଜ୍ୟ ସମ୍ପାଦକ ସଞ୍ଜିତ୍ ମହାନ୍ତି ବିରଜା କିଙ୍କର୍ ନାୟକ, ସଂଯୁକ୍ତା ମହଲ, ରାଜେନ୍ଦ୍ର ଦାସ, ଗୀତାଞ୍ଜଳି ପାଣିଗ୍ରାହୀ, ରମାକାନ୍ତ ଲେଙ୍କା, ଅଶୋକ ରାଉତ, ଅମରେନ୍ଦ୍ର ଗଙ୍ଗ ଦେବ, ଅମରେଶ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ l ଓଡ଼ିଶାର ୩୦ ଟି ଜିଲ୍ଲାର ସ୍ଵଚ୍ଛ ସାଥି ମାନେ ଏଥିରେ ଯୋଗ ଦାନ କରି ବିଭିନ୍ନ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l

ad-week
Leave A Reply

Your email address will not be published.