Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାରେ ଖରାଛୁଟି ଘୋଷଣା: ଜୁନ୍ ୬ରୁ ଜୁନ୍ ୧୬ ସ୍କୁଲ ଛୁଟି
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପାଇଁ ପାଠପଢ଼ାରେ ଅନେକ ସମସ୍ୟା ଦେଖାଦେଇଛି । ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନିଆଯାଇଛି । ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ ।!-->…
ଆଜି ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ୨ ସହଯୋଗୀ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି। ଗତ ମାସ ୧୨ରେ ଉଭୟଙ୍କୁ ଗିରଫ କରିଥିଲା ଚାନ୍ଦବାଲି ପୋଲିସ।ସେହିପରି!-->…
ଆଜିଠୁ ବାଲେଶ୍ୱରରେ ଏମ୍ସରେ OPD ସେବା ଆରମ୍ଭ
ବାଲେଶ୍ୱର: ବାଲେଶ୍ୱରରେ ଏମ୍ସ ସାଟେଲାଇଟ୍ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇଛି । ନିଜସ୍ୱ ବିଲ୍ଡିଂରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଏମ୍ସ ସାଟେଲାଇଟ୍ କେନ୍ଦ୍ର । ପ୍ରତିରକ୍ଷା ବିଭାଗ କଲୋନି ବଦଳରେ ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍ସର ନୂତନ ବିଲ୍ଡିଂରେ ଏହି ସେବା!-->…
ରାଜନୈତିକ ହିଂସା ଓଡ଼ିଶା ପାଇଁ ଚିନ୍ତାର କାରଣ: ଧର୍ମେନ୍ଦ୍ର
ଭୁବନେଶ୍ୱର: ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେହ ଲେଖିଛନ୍ତି ରାଜ୍ୟରେ ବିରୋଧୀଙ୍କ ରାଜନୈତିକ ଶକ୍ତିକୁ!-->…
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ 5T ସଚିବ ଭି.କେ.ପାଣ୍ଡିଆନ୍
ପୁରୀ/ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ 5T ସଚିବ ଭି.କେ. ପାଣ୍ଡିଆନ୍ । ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ । ଆଜି (ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ 5T ସଚିବ ଭି.କେ ପାଣ୍ଡିଆନ!-->…
ରାଜଧାନୀରୁ କୋକେନ୍ ମିଳିବା ଘଟଣା, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ STF
ଭୁବନେଶ୍ୱର: ରାଜଧାନୀରୁ କୋକେନ୍ ମିଳିବା ଘଟଣା । ରିମାଣ୍ଡରେ ହଟିବ କୋକେନ୍ ଲିଙ୍କ ଉପରୁ ପରଦା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ଏସଟିଏଫ । ଆଜି ମିଳିପାରେ ରିମାଣ୍ଡ ଅନୁମତି । ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାନେବାକୁ କୋର୍ଟରେ ଆବେଦନ ହୋଇଛି ।!-->…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ
ବାସୁଦେବପୁର: ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ର ଜୀବନ । ନା କାଳର କବଳରୁ ବଞ୍ଚିପାରିଲା ପୁଅ ନା ବଞ୍ଚିପାରିଲା ମମତାମୟୀ ମା' । ଭଦ୍ରକ୍ ଜିଲ୍ଲା ବାସୁଦେବପୁର ବ୍ଲକଦେ ଦେଖିବାକୁ ମିଳିଛି ଏମିତି କିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଉଭୟ ମା' ଓ ପୁଅଙ୍କର ଜୀବନ ଚାଲିଯାଇଛି । ମୃତକ!-->…
ରାଜ୍ୟରେ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୪ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।!-->…
SCBରେ ଧରାପଡ଼ିଲା ଦଲାଲ, ୫ ହଜାର ଟଙ୍କା ଜବତ
କଟକ: କଟକ ବଡ଼ ମେଡ଼ିକାଲ(ଏସସିବିି)ରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ବେଳେବେଳେ ଲୋକେ ବିଭିନ୍ନ ବିଭାଗରେ ହଇରାଣ ହେବା ପରେ ଦଲାଲଙ୍କ ହାବୁଡରେ ପଡୁଛନ୍ତି । ଫଳରେ ଏହି ଦଲାଲମାନେ ତୁରନ୍ତ ଓ!-->…
ବିଳମ୍ବିତ ରାତିରେ ଜଳିଲା ଭୁବନେଶ୍ବର କେଶରୀ ମଲ୍
ଭୁବନେଶ୍ୱର: ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୪୪ ଲକ୍ଷ ଟଙ୍କାର ସମ୍ପତ୍ତି । ଭୁବନେଶ୍ବର ବିଏମସି କେଶରୀ ମଲରେ ଘଟିଥିବା ଅଗ୍ନିକାଣ୍ଡରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଲା ଭୁବନେଶ୍ବର କେଶରୀ ମଲ । ଧୂଆଁମୟ ହୋଇଗଲା ଚାରିପାଖ । ସର୍ଟ!-->…