Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ
ରାୟଗଡା : ୨ବାଘ ଛାଲ ଜବତ, ୪ଗିରଫ । କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରିଛି ।
ଦେଶ ବାହାରକୁ ଚୋରାଚାଲାଣ ହେବାକୁ ଥିବା ୨ ଚିତାବାଘ ଚମଡା!-->!-->!-->…
ମହାନଦୀ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର
ଭୁବନେଶ୍ଵର : ମହାନଦୀ ଜଳ ଆବଣ୍ଟନକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଏକ ସକାରାତ୍ମକ ଖବର ଆସିଛି। ଦୀର୍ଘ ଦଶନ୍ଧିର ଏହି ଆନ୍ତଃ ନଦୀଜଳ ଆବଣ୍ଟନ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର ହୋଇଛି। ଶନିବାର ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ନୂଆଦିଲ୍ଲୀରେ ଏନେଇ ବୈଠକ କରିଛନ୍ତି।!-->…
ଦୁର୍ଗାପୂଜା: ପାରମ୍ପରିକ ବାଜାରେ ମାଆଙ୍କୁ ମେଲାଣି, ଭସାଣରେ ଡିଜେ ମନା
ଭୁବନେଶ୍ଵର : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ଦୁର୍ଗା ପୂଜା!-->…
ହାଇଦ୍ରାବାଦରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯୁବଚାଷୀ ମାନସ
ପିପିଲି: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ହରିଡାମଡା ଗ୍ରାମର ସଫଳ ଯୁବ ଚାଷୀ ମାନସ କୁମାର ଦାସଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟାଦାଜନକ ‘ଉକୃଷ୍ଟ କୃଷକ-୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍), ନୂଆଦିଲ୍ଲୀ ଅନ୍ତର୍ଗତ ‘ରାଷ୍ଟ୍ରୀୟ କୃଷି!-->…
ଅସହାୟ ମହିଳା ପାଇଲେ ରେଡ଼କ୍ରସ ଟଙ୍କା
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡର ଜଣେ ଅସହାୟ ଚିକିତ୍ସିତ ମହିଳା ପାଇଲେ ରେଡ଼କ୍ରସ ଟଙ୍କା । ସୂଚନା ପ୍ରକାରେ ଦୀର୍ଘ ଦିନ ହେଲା ଚିକିଟୀ ଗଡର ପ୍ରମିଳା ପାଢ଼ୀ ବୟସ ପ୍ରାୟ (୫୫) ନିଜର ଅସହାୟତା ହେତୁ ନିଜର ଗୁଜରାଣ ମେଣ୍ଟାଇବା ଅସମର୍ଥ ହୋଇ ପଡ଼ିଥିବା ବେଳେ ନିଜର ଶାରୀରିକ!-->…
ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟକୁ ସାର ଯୋଗାଣ ସ୍ଥିତି ତ୍ୱରାନ୍ୱିତ କରାଯାଇଛି । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଅଛି । କିନ୍ତୁ ରାଜ୍ୟରେ ସାରର କୃତ୍ରିମ ଅଭାବ ଦର୍ଶାଇ ଚାଷୀ ଭାଇ ଭଉଣୀଙ୍କୁ କୌଣସି!-->…
ଗଣେଶ ପୂଜାରେ ଆଧ୍ୟାତ୍ମିକ ପ୍ରବଚନ, ହରି କଥାରେ ଭାବବିହ୍ବଳ ଗାଁ ଲୋକେ
ଅସ୍ତରଙ୍ଗ : ପର୍ବ, ପର୍ବାଣି, ପୂଜା, ମହୋତ୍ସବ ଆମ ଓଡିଆ ପରମ୍ପରାର ଏକ ଅଂଶ ବିଶେଷ। ବିଶେଷ ଭାବରେ ବିଘ୍ନ ବିନାୟକ ଗଣପତି ବାବା ଗଣେଶଙ୍କ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ଏହି ସମୟରେ ବିଭିନ୍ନ ପର୍ବପର୍ବାଣି ସହିତ ଦେବୀ ଦେବତାଙ୍କ ପୂଜା ଆରମ୍ଭ ହୋଇଥାଏ । ଆଜିକାଲିର!-->…
ଜମାକାରୀଙ୍କ ଟଙ୍କା ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ ପୋଷ୍ଟମାଷ୍ଟର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ଅନ୍ଧାରୀ ଶାଖା ଡାକଘରେ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରାଯାଇଛି।
ସୁନିତା ସାହୁ ନାମକ ଜଣେ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ୧୦,୦୦୦ ଟଙ୍କା ଉଠାଯାଇଥିବା ଦେଖି ସେ ଏହା!-->!-->!-->…
ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ୍ ଜବନ୍, ଜଣେ ଗିରଫ
କଟକ : ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହେରୋଇନ୍ ଜବନ୍ । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ୍ ଛକ ରୋଡ ବମ୍ବେ ହୋଟେଲ ନିକଟରୁ ଜବତ୍ କରିଛି ଜିଲ୍ଲା ଅବକାରୀ ସ୍ଵାଡ୍। ଜବତ୍ ହେରୋଇନ୍ ହେଉଛି ୪୩ ଗ୍ରାମ । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଜଣେ!-->…
ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’; ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସହରବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି । ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା!-->…