Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ବୋମାମାଡ: ତନାଘନା କରୁଛି ଏନଆଇଏ
ଭୁବନେଶ୍ୱର : ଭୁବନେଶ୍ୱରର ଗାଡ଼କଣ ଅଞ୍ଚଳରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ (KV-3) ର ଗେଟ୍ ନମ୍ବର ୩ ସମ୍ମୁଖରେ ଶୁକ୍ରବାର ସକାଳେ ୮ଟାରୁ ଆଖପାଖ ବୋମାମାଡ ହୋଇଛି, ଯାହା ସ୍କୁଲ କ୍ୟାମ୍ପସ ସମେତ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବାଇକରେ ଆସିଥିବା ଅଜଣା ଦୁର୍ବୃତ୍ତମାନେ!-->…
ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି : ନକ୍ସଲ ସଂଗଠନ ଶେଷ ନିଶ୍ବାସ ନେଉଥିବା ବେଳେ ଜଂଗଲରେ ରହିଯାଇଥିବା ବାକି ସଦସ୍ୟ ଧୀରେଧୀରେ ନିଜନିଜ ରାଜ୍ୟର ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଆଜି ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ନିଜର ୯ ଜଣ!-->…
ରାଉରକେଲା ବାଏପାସ୍ ରାସ୍ତାର ଭାଗ୍ୟ ଫିଟିଲା, ଏନ୍ଏଚ୍-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ
ରାଉରକେଲା: ଓଡ଼ିଶା ଓ ଝାଡ଼ଖଣ୍ଡର ଖଣିଜ ସମୃଦ୍ଧ ଅଞ୍ଚଳ ମଧ୍ୟରେ ଆର୍ଥିକ ସଂଯୋଗକୁ ବୃଦ୍ଧିକରିବା ଉଦ୍ଦେଶ୍ୟରେ ରାଉରକେଲା-ଜାମସେଦପୁର ମଧ୍ୟରେ ସଡ଼କ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ୩୨୦-ଡି ଓଡ଼ିଶା ସୀମାନ୍ତ ଜରେଇକେଲା ଦେଇ ମନୋହରପୁର ଓ ଜାମସେଦପୁରକୁ ସଂଯୋଗ କରିବ। ପୂର୍ବରୁ ଏହି!-->…
ଜଗତସିଂହପୁରସ୍ଥିତ ମା ଚର୍ଚ୍ଚିକା ମନ୍ଦିରରୁ ଲୁଟ୍ ଆଖି ଓ ହାର ଲୁଟିନେଲେ
ଜଗତସିଂହପୁର: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।ମିଳିଥିବା ସୂଚନା!-->…
ମହାମହିମ ପଢିଲେ କବିତା
ଭୁବନେଶ୍ବର: ଓଡିଶାବିଧାନସଭା ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ ଏବଂ ସ୍ମରଣୀୟ ଦିନ । ଯାହା କେବେ ଓଡିଶା ବିଧାନସଭା ଇତିହାସରେ ହେଇନଥିଲା ତାହା ଆଜି ହେଲା । ଓଡିଶାର ବିଧାନସଭାକୁ ସମ୍ବୋଧନ କଲେ ରାଷ୍ଟ୍ରପତି । ଉତ୍କଳ ମାଟିର ସୁପୁତ୍ରୀ ତଥା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ!-->…
୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ
ଭୁବନେଶ୍ୱର : ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର!-->…
ମହାମହିମଙ୍କ ସହ ବସି ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ବର : ବିଧାନସଭା ପରିସରରେ ଏକାଠି ବସିଲେ ନବୀନ-ମୋହନ । ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ପରିଦର୍ଶନ ଅବସରରେ ଯେତେବେଳେ ଫଟୋ ସେସନ ଚାଲିଥିଲା ସେତେବେଳ ଏକାଠି ଏବଂ ପାଖାପାଖି ବସିଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳନେତା ନବୀନ!-->…
ଦୁଇ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ
ନୂଆଦିଲ୍ଲୀ : ଡାଟା କ୍ଲିନିଙ୍ଗ ପ୍ରକ୍ରିୟା କ୍ରମରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୨କୋଟିରୁ ଅଧିକ ଆଧାର ନମ୍ବରକୁ ଅଚଳ କରିଛନ୍ତି। ଅଚଳ ହୋଇଥିବା ଆଧାର ନମ୍ବର ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇସାରିଛି ବୋଲି ବୁଧବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଧାର!-->…
ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା
ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ!-->…
ଦେଶର ପ୍ରଥମ ଘରୋଇ ରକେଟ୍ ଉନ୍ମୋଚନ କଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ ଘରୋଇ ରକେଟ!-->…