Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
ପିପିଲି: କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତୃତୀୟ ଅଭିଯୁକ୍ତ!-->…
ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର
ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ ଝଟ୍କା। ଏନେଇ ଅଭିଜିତ ଦାସ!-->…
ଦୁଷ୍କର୍ମ ମାମଲାରେ ବଢିଲା IRS ଅଧିକାରୀଙ୍କ ଅଡୁଆ, ଆରମ୍ଭ ହେଲା ଡବଲ ତଦନ୍ତ
ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ । ଖୋଜୁଛି କମଶନରେଟ୍ ପୋଲିସ । ଜୋରଦାର ହେଲା ଛାନବିନ । କମିଶନରେଟ୍ ପୋଲିସର!-->…
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା!-->…
ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍, ମସଲା, ତେଲ…
ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍, ମସଲା, ସୋରିଷ ତେଲ ସବୁକିଛି ଭେଜାଲ । ସେହିପରି ବିସ୍କୁଟ, ମଇଦା,!-->…
୪ ମହଲା ବିଲ୍ଡିଂରୁ ପଡ଼ି ମହିଳାଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି!-->…
ବଳକା ପଦବୀ ପୂରଣ ଦାବି, ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ
ଭୁବନେଶ୍ୱର: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ । ପୂରଣ ହେଲା ପ୍ରାୟ ୧୩ ଶହ!-->…
ଚାଷୀଙ୍କ ପାଇଁ ଆସନ୍ତାକାଲି ବିଜେଡିର ବଡ ସମାବେଶ
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ଗର୍ଜିବେ ନବୀନ ଓ ତାଙ୍କ ଟିମ୍ । ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ବାହାସ୍ପଟ ବିରୋଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ । ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢୁଛି, ଆଇନ!-->…
ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍
ଭୁବନେଶ୍ୱର: ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର ହୋଇଯାଇଛି । ସ୍ୱାମୀ ଓ ଛୋଟ ପିଲା ସହ ବାଇକରେ!-->…
ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ
ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି। ୫!-->…